ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିନରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ କାଠ ଅନୂକୁଳ ହୁଏ।

ବାତ୍ୟା ‘ଫନି’ର ତାଣ୍ଡବରେ ପୁରୀ ସହ ସମଗ୍ର ଓଡ଼ିଶା ପ୍ରଭାବିତ ହୋଇଛି। ତେଣୁ ଚଳିତବର୍ଷ ରଥଯାତ୍ରା ପାଇଁ ରଥ କାଠ ଅନୂକୁଳ ନିରାଡ଼ମ୍ବର ଭାବରେ ସମ୍ପାଦନ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ରାଜଗୁରୁ ପୂଜାର୍ଚ୍ଚନା କରିବେ। ଏହାପରେ ମହାରଣା ସେବାୟତ ରଥ କାଠ ଅନୁକୂଳ କରିବେ।

Comment