ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଅର୍ଥାତ ମେ’ ୩୦ ଭାରତୀୟ ରାଜନୀତିରେ ଏକ ବିଶେଷ ଦିନା ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ ହେଉଛିା ଆଜି ରାଷ୍ଟ୍ରପତି ଭବନରେ ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇବୋ

ମୋଦିଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛିା ବଲିଉଡର ଅନେକ କଳାକାର ଶପଥ ସମାରୋହରେ ସାମିଲ ହେବୋ ଏଥିପାଇଁ ବଲିଉଡର ଜଣାଶୁଣା କଳାକାର ଦିଲ୍ଲୀରେ ପହଞ୍ଚିଛନ୍ତିା

ବଲିଉଡ ଅଭିନେତା ବିବେକ ଓବରୟ ମୋଦିଙ୍କ ଶପଥ ସମାରୋହରେ ସାମିଲ ହେବୋ ଏଥିପାଇଁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତିା ବିବେକ ବିଜେପିର ସମର୍ଥକା ସେ ମୋଦିଙ୍କ ବାୟୋପିକରେ ମୋଦିଙ୍କ ଚରତ୍ରରେ ଅଭିନୟ କରିଛନ୍ତିା ଏହି ଫିଲ୍ମ ମେ’ ୨୪ରେ ରିଲିଜ ହୋଇଛିା

ଖ୍ୟାତନାମା ଅଭିନେତା ଓମେନ ଇରାନୀଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖାଯାଇଛିା ସେ ଦିଲ୍ଲୀ ଆସୁଥିବା ଜଣାପଡ଼ିଛିା

ବଲିଉଡ ଅଭିନେତା ଅନୁପମ ଖେର, ଅନିଲ କପୁର ବି ଶପଥ ସମାରୋହରେ ସାମିଲ ହେବୋ ଅନିଲ କପୁର ବି ବିଜେପିର ଜଣେ ବଡ଼ ସମର୍ଥକା ଅନେକ ସମୟରେ ସେ ବିଜେପିକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛିା

ଅନୁପମ ଖେରଙ୍କ ପତ୍ନୀ କିରଣ ଖେର ଚଣ୍ଡିଗଡ଼ରୁ ଏଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତିା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ବି ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବୋ ନାହିଁ

Comment