ଓଡ଼ିଶାଲାଇଭ ବ୍ୟୁରୋ

ଆଜିକାଲି ସମସ୍ତଙ୍କର ଜୀବନଶୈଳୀ ଧୀରେ ଧୀରେ ବଦଳିବାରେ ଲାଗିଛିା । ଘରେ ତିଆରି ଖାଦ୍ୟ ଖାଇବା ଅପେକ୍ଷା ଲୋକମାନଙ୍କର ଫାଷ୍ଟଫୁଡ ଉପରେ ଅଧିକ  ପସନ୍ଦ ବଢୁଛିା ଯାହାଫଳରେ ମୋଟାପଣ ବଢ଼ିବାରେ ଲାଗିଛିା ଏହାର ପ୍ରଭାବ ସାଧାରଣତଃ ଛୋଟ ପିଲାଙ୍କ ପାଖରେ ଅଧିକ ଦେଖାଯାଉଛି। ଏହି ମୋଟାପଣ ବଢ଼ିବାର କାରଣ ଖାଦ୍ୟ ଠିକ ସମୟରେ ନଖାଇବା। ଠିକ ସମୟରେ ନଖାଇଲେ ହଜମ ଶକ୍ତି ହ୍ରାସ ପାଏ। ଫଳରେ ମୋଟାପଣ ବଢିଥାଏ।

ତେବେ ଆସନ୍ତୁ ଜାଣିବା, ମୋଟାପଣ ଦୂରେଇବା ପାଇଁ କିଛି ଘରୋଇ ଉପାୟ…

–       ପ୍ରଥମେ ସକାଳୁ ଉଠି ଗୋଟେ ଗ୍ଳାସ ପାଣି ପିଅନ୍ତୁା

–      ନିତ୍ୟକର୍ମ ପରେ ନିୟମିତ ଭାବରେ ବ୍ୟାୟମ କରନ୍ତୁା

–       ମସଲା ଯୁକ୍ତ ଖ୍ୟାଦ୍ୟଠାରୁ ଦୂରରେ ରୁହନ୍ତା

–       ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁା

–       ଖାଇବାରେ ଅନିୟମିତତା ରଖନ୍ତୁ ନାହିଁ।

–      ଠିକ ସମୟରେ ବ୍ରେକଫାଷ୍ଟ କରନ୍ତୁ ଏବଂ ରାତିରେ କମ୍ ମାତ୍ରାରେ ଖାଦ୍ୟ ଖାଆନ୍ତୁା

–       ଦିନକୁ ୮ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁା

Comment