ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାଧୀନତା ଦିବସକୁ ଆଉ ମାତ୍ର ୫ ଦିନ ରହିଛି। ଓଡ଼ିଶାରେ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି। ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। କିଏ, କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ଏକ ତାଲିକା ପ୍ରକାଶ ପାଇଛି।

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ। ସେହିପରି କଟକରେ ପତାକା ଉତ୍ତୋଳନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଅନୁଗୁଳ – ବିକ୍ରମ ଆରୁଖ

ପୁରୀ – ପ୍ରଫୁଲ୍ଲ କୁମାର ମଲ୍ଲିକ

କେନ୍ଦ୍ରାପଡ଼ା- ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ମୟୂରଭଞ୍ଜ- ପ୍ରତାପ ଜେନା

କଳାହାଣ୍ଡି -ପଦ୍ମନାଭ ବେହେରା

ଢ଼େଙ୍କାନାଳ- ଅରୁଣ ସାହୁ

ସୁନ୍ଦରଗଡ଼- ସୁଦାମ ମାଣ୍ଡ୍ରି

ବାଲେଶ୍ୱର- ଅଶୋକ ପଣ୍ଡା

ମାଲକାନଗିରି- ରଘନନ୍ଦନ ଦାସ

ନବରଙ୍ଗପୁର- ଜ୍ୟୋତିପ୍ରକାଶ ପାଣିଗ୍ରାହୀ

କୋରାପୁଟ- ପ୍ରେମାନନ୍ଦ ନାୟକ

ଯାଜପୁର- ସମୀର ଦାଶ

ରାୟଗଡ଼ା- ପଦ୍ମିନୀ ଦିଆନ

ଗଜପତି-  ତୁଷାରକାନ୍ତି ବେହେରା

କେନ୍ଦୁଝରରେ ଜଗନ୍ନାଥ ସାରକା

ସମ୍ବଲପୁର-  ଦିବ୍ୟଶଙ୍କର ମିଶ୍ର

କନ୍ଧମାଳ- ସୁଶାନ୍ତ ସିଂହ

ବଲାଙ୍ଗୀର- ନବକିଶୋର ଦାସ

ନୟାଗଡ଼- ଟୁକୁନି ସାହୁ

Comment