ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ରିଟେଲ୍‌ର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ସେମିଳିଗୁଡ଼ାରେ ପ୍ରଥମ ରିଲାଏନ୍ସ ସ୍ମାର୍ଟ ଖୋଲାଯାଇଛି। ସେମିଳିଗୁଡ଼ାର ବସ୍ ଷ୍ଟାଣ୍ଡ ନିକଟସ୍ଥ ବିଶ୍ୱାଳ କମ୍ପ୍ଲେକ୍ସରେ ଏହି ଷ୍ଟୋର ଖୋଲାଯାଇଛି। ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ଆଦି ସାମଗ୍ରୀ ପ୍ରଦାନ କରୁଛି।

ସେମିଳିଗୁଡ଼ାରେ ଷ୍ଟୋର ଖୋଲିବା ସହ ରିଲାଏନ୍ସ ସ୍ମାର୍ଟର ଓଡ଼ିଶାରେ ଷ୍ଟୋର ସଂଖ୍ୟା ୬ରେ ପହଞ୍ଚିଛି। ଏହା ୧୨,୦୦୦ ବର୍ଗଫୁଟ୍‌ର ଏହି ଷ୍ଟୋରରେ ବିଭିନ୍ନ ପ୍ରକାର ସାମଗ୍ରୀ ରହିଛି।

ଉଦ୍‌ଘାଟନୀ ଅବସରରେ ବିଭିନ୍ନ ଅଫର୍‌ ମଧ୍ୟ ରଖାଯାଇଛି। ୧ ଲିଟର ମିଲ୍କ ମୁ ଦୁଗ୍ଧ, ପ୍ଲାଷ୍ଟିକ୍‌ କଣ୍ଟେନର ଆଦି ଅନେକ ସାମଗ୍ରୀକୁ ୯୯୯ ଟଙ୍କାରୁ ଅଧିକ କିଣାକିଣି ଉପରେ ପ୍ରଦାନ କରିବ।

Comment