ଓଡ଼ିଶାଲାଇଭ ବ୍ୟୁରୋ

ଧାରଣା ଦେଲେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର କର୍ମଚାରୀ। ୯ମାସ ହେବ ଦରମା ନମିଳିବାରୁ ଆଜି ଧାରଣା ଦେଇଥିଲେ ହସ୍ପିଟାଲରେ କାର୍ଯ୍ୟରତ ଝାଡୁଦାର, ସୁରକ୍ଷା କର୍ମୀ ଓ ସହାୟକମାନେ।

ହସ୍ପିଟାଲ କାର୍ଯ୍ୟ ବନ୍ଦ ରଖି କର୍ମଚାରୀମାନେ ଧାରଣାରେ ବସିଥିଲେ ପରେ ଅଧିକ୍ଷକ ଆସି ସେମାନଙ୍କୁ ବୁଝାଇଥିଲେ ଓ ଦରମା ମିଳିବାର ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନେ ଧାରଣାରୁ ଓହରି ଯାଇଥିଲେ।

Comment