ଓଡ଼ିଶାଲାଇଭ ବ୍ୟୁରୋ

ଟ୍ରେନ ଧକ୍କାରେ ଶହେରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଖଲ୍ଲିକୋଟ ଅନ୍ତର୍ଗତ ଗୁରାପଲ୍ଲୀ ଗାଁ ନିକଟରେ। ଫାଲୁକନାମା ଟ୍ରେନ ମାଡ଼ିଯିବାରୁ ଶହେରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଛି।

ଦୁଇଟି ଗୋଠର ଛେଳି ଟ୍ରେନ ଲାଇନ ପାର ହେଉଥିବା ବେଳେ ଘଟଣାଟି ଘଟିଛି। ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ସ୍ଥାନୀୟ ଲୋକ ଏହାକୁ ନେଇ କ୍ଷତି ପୂରଣ ଦାବି କରିଛନ୍ତି।

Comment