ଓଡ଼ିଶାଲାଇଭ ବ୍ୟୁରୋ

ବିଦ୍ୟୁତ କରେଣ୍ଟ ଲାଗି ଗୋଟିଏ ପରିବାରରେ ମା’ ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାକୁଟ ଗାଁରେ।

ଘରେ ଛିଣ୍ଡିପଡ଼ିଥିବା ଏକ ବିଦ୍ୟୁତ ତାରକୁ ସଜାଡ଼ିବାକୁ ଯାଇ ପ୍ରଥମେ ଯୁବକଙ୍କୁ କରେଣ୍ଟ ମାରିଥିଲା। ତେବେ ପୁଅକୁ କରେଣ୍ଟ ମାରୁଥିବାର ଦେଖି ମା’ ବଞ୍ଚାଇବାକୁ ଉଦ୍ୟମ କରୁଥିଲା। ହେଲେ ଏଥିରେ ମା’ ଦେହରେ ମଧ୍ୟ କରେଣ୍ଟ ଲାଗି ମତ୍ୟୁ ହୋଇଛି।

Comment