ଓଡ଼ିଶାଲାଇଭ ବ୍ୟୁରୋ

?

ପୁରୀ ଘନଶ୍ୟାମ ହେମଲତା ବିଦ୍ୟାପୀଠରେ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ବିଭିନ୍ନ ବିଷୟରେ ଶିକ୍ଷକତା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ସିଧାସଳଖ ସାକ୍ଷାତକାର ଦେଇ ପାରିବେ।

ସାକ୍ଷାତକାର ସ୍ଥାନ

ଶ୍ରମିକ ଭବନ, ନିଶାମଣି ସିନେମା ହଲ ପାଖ, ଲିଙ୍କ ରୋଡ୍‌, କଟକ।

ସାକ୍ଷାତକାର ସମୟ ଓ ତାରିଖ

ତାରିଖ: ୧୩.୧୦.୨୦୧୯, ସମୟ: ସକାଳ ୧୦ଟା ୩୦ ମିନିଟ୍‌।

ପଦବୀ

ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) – ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ

ଟ୍ରେନି ଗ୍ରାଜୁଏଟ ଟିଚର(ଟିଜିଟି) – ଇଂରାଜୀ, ଏସଏସଟି, ହିନ୍ଦୀ, ଗଣିତ, ବିଜ୍ଞାନ(ପିସିଏମ ଓ ସିବିଜେଡ୍‌)

ପ୍ରାଇମେରୀ ଟିଚର(ପିଆରଟି) – ଇଂରାଜୀ, ଏସଏସଟି, କମ୍ପ୍ୟୁଟର ଓ ବିଜ୍ଞାନ(ପିସିଏମ ଓ ସିବିଜେଡ୍‌)

ନର୍ସରୀ ଟ୍ରେନି ଟିଚର – (ମହିଳା)

ସିବିଏସଇ ମାନଦଣ୍ଡ ଅନୁସାରେ ସର୍ବନିମ୍ନ ଦରମା ୨୬,୦୦୦(ପିଜିଟି), ୧୬,୦୦୦(ଟିଜିଟି), ୧୨,୦୦୦(ପିଆରଟି)।

ଏହାସହ ଅନଷ୍ଠାନ ତରଫରୁ ରହିବା, ଖାଇବା ଓ କପଡ଼ା ଧୋଇବା ପାଇଁ ସମସ୍ତ ଖର୍ଚ୍ଚ ବହନ କରାଯିବ। ସାକ୍ଷାତକାର ସମୟରେ ସମସ୍ତ ପ୍ରମାଣପତ୍ର ନେଇକି ଆସିବା ଦରକାର।

ଯୋଗାଯୋଗ – ୯୪୩୭୯୪୩୯୨୪/ ୭୩୭୭୧୪୮୪୦୬/୭୮୭୩୪୮୦୪୭୦/ ୭୭୩୫୬୨୯୦୬୨

ଇମେଲ୍‌ – ghvm.puri@gmail.com

Comment