ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ବିଜୟଦଶମୀ। ଏହିଦିନ ଭଗବାନ ରାମଚନ୍ଦ୍ର ରାବଣକୁ ବଧ କରିଥିଲେ। ତେଣୁ ଏହିଦିନ ଅଧିକାଂଶ ସ୍ଥାନରେ ରାବଣ ପୋଡ଼ି ମଧ୍ୟ ଆୟୋଜନ କରାଯାଇଥାଏ। ଆଜି ଭୁବନେଶ୍ୱରର ୪ଟି ସ୍ଥାନରେ ମଧ୍ୟ ରାବଣ ପୋଡ଼ି ଆୟୋଜିତ ହୋଇଛି। ଝାରପଡ଼ା, ବରମୁଣ୍ଡା, ନୟାପଲ୍ଲୀ, ନହରକଣ୍ଟାରେ ରାବଣ ପୋଡ଼ି ଉତ୍ସବ ଆୟୋଜିତ ହୋଇଛି।

ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ କିଛି ରୁଟ୍‌ ପରିବର୍ତ୍ତନ ମଧ୍ୟ ହୋଇଥିବା ପୋଲିସ୍ କମିଶନର କହିଛନ୍ତି। ବୁଧବାର ଭସାଣରେ ଟି ଅସ୍ଥାୟୀ ପୋଖରୀରେ ହେବ ମା’ଙ୍କ ବିସର୍ଜନ।

LEAVE A REPLY

Please enter your comment!
Please enter your name here