ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଭିତରେ ଟିକଟକ୍‌ ଭିଡିଓ ଭାଇରାଲ କରିଥିବା ଯୁବତୀ ଧରାପଡ଼ିଛନ୍ତି। ଯୁବତୀ ଜଣକ ନିମାପଡ଼ା ଅଞ୍ଚଳର ଜଣାପଡ଼ିଛି। ଯୁବତୀଙ୍କୁ ସିଂହଦ୍ୱାର ଥାନା ପୋଲିସ ଅଟକ ରଖି ପଚରା ଉଚରା କରୁଛି।

ନିକଟରେ ଟିକ୍‌ଟକ ଭିଡିଓରେ ଶ୍ରୀମନ୍ଦିର ଭିତର ଦୃଶ୍ୟ ଭାଇରାଲ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ଭୋଗମଣ୍ଡପ  ଆନନ୍ଦ ବଜାରର ଦୃଶ୍ୟ ଦେଖିବାକୁ ମିଳିଥିଲା।

Comment