ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବନିର୍ମାଣ କୃଷକ ସଙ୍ଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ ଆଜି ଭୂବନେଶ୍ୱରରେ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ସମ୍ମିଳନୀ ହେଉଥିଲା ବେଳେ ବିଶଷ୍ଟ ସମାଜସେବୀ ଆନ୍ନା ହଜାରେ ଏଥିରେ ଯୋଗ ଦେବେ।  ଚାଷୀଙ୍କର ମୁଖ୍ୟ ଦାବି ପ୍ରାଇସ୍, ପ୍ରେଷ୍ଟିଜ, ପେନସନ ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବ।

ଦୀର୍ଘ ବର୍ଷ ହେବ ନବ ନିର୍ମାଣ କୃଷକ ସଙ୍ଗଠନ ବିଭିନ୍ନ ପ୍ରକାର ଦାବି କରି ଆସୁଛି। ଗତ ଫେବ୍ରୁଆରିରେ ବି ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।

Comment