ଓଡ଼ିଶାଲାଇଭ୍ ବ୍ୟୁରୋ

ଓଜନକୁ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି। ଏଥିପାଇଁ ଲୋକେମାନେ ନାନା ପ୍ରଥା ଆପଣେଇଥା’ନ୍ତି। କିନ୍ତୁ ପ୍ରତିଦିନ ସକାଳେ ଗ୍ରିନ୍‌ ଜୁସ୍‌ ପିଇଲେ, ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

କ’ଣ ଏହି ଗ୍ରିନ୍‌ ଜୁସ୍‌ ଏବଂ ଏହାକୁ କେମିତି ପ୍ରସ୍ତୁତ କରିବେ?

ଗୋଟେ ବିଡ଼ା ପାଳଙ୍ଗ, ଗୋଟେ କାକୁଡ଼ି, ୩କୋଲା ରସୁଣ, ୧ରୁ ୨ ଇଞ୍ଚ ଅଦା, ଗୋଟେ ଗାଜର, ୧ କଲରା, ଗୋଟେ ମୂଳା ଏବଂ ଧନିଆପତ୍ର।

ସମସ୍ତ ସାମଗ୍ରୀକୁ ଗ୍ରାଇଣ୍ଡିଂ କରନ୍ତୁ। ଗ୍ରାଇଣ୍ଡିଂ ପରେ ଛାଣିଦିଅନ୍ତୁ। ଛାଣିବା ପରେ ଯାହା ବଳିପଡ଼ିବ, ତାକୁ ଅଧ କପ୍‌ ଗରମ ପାଣିରେ ମିଶାଇ ଚିପୁଡ଼ି ଦିଅନ୍ତୁ। ଯେଉଁ ରସ ବାହାରିବ, ସେଥିରେ ଗୋଟେ ଲେମ୍ବୁ ରସ ମିଶାଇ ପିଅନ୍ତୁ।

ପ୍ରତିଦିନ ସକାଳୁ ଖାଲି ପେଟରେ ଏହି ପାଣି ପିଅନ୍ତୁ। ମାସକ ପରେ ଦେଖିବେ ଓଜନ କମିବ।

Comment