ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ଥିବା ପ୍ରାଚୀନ ମଙ୍ଗୁ ମଠ ବା ପଞ୍ଜାବୀ ମଠକୁ ସୋମବାର ସିଲ୍‌ କରାଯାଇଛି। ମଠରେ ନିଶା କାରବାର ଦର୍ଶାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠକୁ ସିଲ୍‌ କରିଛି ପୁରୀ ପୋଲିସ।

ଏହାପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଏହି ମଠ ଆସୁଥିବାରୁ ଏହା ଭଙ୍ଗା ଯିବ ନା ସୁରକ୍ଷିତ ରଖାଯିବ ତାକୁ ନେଇ ଚର୍ଚ୍ଚା ଚାଲିଥିଲା। ଏବେ ନିଶା କାରବାର ସଂପୃକ୍ତି ଅଭିଯୋଗରେ ପୋଲିସ ଏହି ପ୍ରାଚୀନ ମଠକୁ ସିଲ୍‌ କରିଛି।

Comment