ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୭ରେ ହୋଇଥିବା ଓଏସ୍‌ଏସ୍‌ସି ପରୀକ୍ଷା ଫଳ ପ୍ରକାଶ ପାଇଛି। ସବ୍‌-ଇନ୍ସପେକ୍ଟର, ଡଗ୍‌ ସ୍କ୍ଵାର୍ଡ ପଦବୀ ପ୍ରିଲିମ୍‌ ପରୀକ୍ଷା ହୋଇଥିଲା। ଏଥିରେ ଉତ୍ତୀନ୍ନ ହୋଇଥିବା ପ୍ରାର୍ଥୀମାନେ ଜାନୁଆରୀ ୧୮ରେ ଫିଜିକାଲ ପରୀକ୍ଷା ଦେବେ।

ପ୍ରିଲିମ ପରୀକ୍ଷାରେ ଉତ୍ତୀନ୍ନ ପ୍ରାର୍ଥୀମାନେ ନିଜ ନାଁ ତାଲିକାରେ ଦେଖିବା ପାଇଁ ଓ୍ଵେବସାଇଟ୍‌ http://www.ossc.gov.in/ କୁ ଯାଇପାରିବେ।

୨୦୧୭ ମସିହାରେ ଓଏସ୍‌ଏସ୍‌ସି ଅଧିନରେ ସବ୍‌-ଇନ୍ସପେକ୍ଟର, ଡଗ୍‌ ସ୍କ୍ଵାର୍ଡ ପଦବୀ ପ୍ରିଲିମ୍‌ ପରୀକ୍ଷା ହୋଇଥିଲା। ବର୍ତ୍ତମାନ ଏହାର ଫଳ ପ୍ରକାଶ ପାଇଛି। ଅଧିକ ତଥ୍ୟ ଓ ଅପଡେଟ୍‌ ପାଇଁ ଓ୍ଵେବସାଇଟ୍‌ http://www.ossc.gov.in/ ଯାଞ୍ଚ କରନ୍ତୁ।

Comment