ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ ଫାଶୀ ପକ୍କା।  ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ୱାରା ଦାଖଲ ହୋଇଥିବା କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଫଳରେ ଫାଶୀରୁ ବଞ୍ଚିବା ପାଇଁ ଦୋଷୀ ସବୁ ଚେଷ୍ଟା ଫେଲ ମାରିଛି। ଫଳରେ ୨୨ ତାରିଖ ସକାଳ ୭ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ।

କ୍ୟୁରେଟିଭ ପିଟିସନ ଦୋଶୀଙ୍କ ପାଖରେ ଥିବା ଶେଷ ସୁଯୋଗ ଯାହା ଦ୍ୱାରା ସେ ନିଜ ପାଇଁ ନିର୍ଦ୍ଧାରିତ କରାଯାଇଥିବା ଦଣ୍ଡରେ କହୋଳତା ପାଇଁ ନିବେଦନ କରନ୍ତି।

ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଗତ ୯ ତାରିଖରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲେ।

Comment