ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲଟପୁର ସ୍ୱାମୀ ବିବେକାନନ୍ଦ ନାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ୍ ରିସର୍ଚ୍ଚରେ (ନିରତାର୍) ରହିଛି ନିଯୁକ୍ତି ସୁଯୋଗ। ୧୧ଟି ପଦବୀରେ ସମୁଦାୟ ୧୩ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୫ ତାରିଖ ସୁଦ୍ଧା ଆବେଦନ କରିବାରିବେ। ସମସ୍ତ ନିଯୁକ୍ତି ଅସ୍ଥାୟୀ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ପଦବୀ

  • ଫିଜିକାଲ ମେଡିସିନ୍ ଆଣ୍ଡ୍ ରିହାବିଲିଟେସନ୍ କନସଲଟାଣ୍ଟ୍‌ – ୧
  • ସିନିଅର୍ ରେସିଡେଣ୍ଟ୍ – ୧
  • ଜୁନିଅର୍ ରେସିଡେଣ୍ଟ୍ – ୨
  • ପ୍ରୋସ୍ଥେଟିଷ୍ଟ୍ ଆଣ୍ଡ୍ ଅର୍ଥୋଟିଷ୍ଟ୍ – ୨
  • ସାଇକୋଲୋଜିଷ୍ଟ୍ – ୧
  • ସ୍ପିଚ୍ ଥେରାପିଷ୍ଟ୍ – ୧
  • ସ୍ପେଶାଲ୍ ଏଜୁକେଟର୍(ମାନସିକ ବିଭାଗ) – ୧
  • ସ୍ପେଶାଲ୍ ଏଜୁକେଟର୍ – ୧
  • ଅପ୍ଟୋମିଟ୍ରିଷ୍ଟ୍ – ୧
  • ଇଅର୍ ମୋଲ୍‌ଡ ଟେକ୍‌ନିସିଆନ୍ – ୧
  • ଅଫିସ ଆସିଷ୍ଟାଣ୍ଟ୍ – ୧

ଶିକ୍ଷାଗତ ଯୋଗ୍ୟତା

  • ଫିଲିକାଲ ମେଡିସିନ୍ ଆଣ୍ଡ୍ ରିହାବିଲିଟେସନ୍ କନସଲଟାଣ୍ଟ୍‌ – ଫିଲିକାଲ ମେଡିସିନ୍ ଆଣ୍ଡ୍ ରିହାବିଲିଟେସନରେ ଏମ.ଡି କରିଥିବେ କିମ୍ବା ପି.ଏମ.ଆର୍ ରେ ୨ ବର୍ଷର ଡିପ୍ଲୋମା କୋର୍ସ କରିଥିବେ। ସିନିୟର୍ ରେସିଡେଣ୍ଟ, ମେଡିକାଲ୍ ଅଫିସର କିମ୍ବା ଲେକଚରର୍ ଭାବରେ ୩ ବର୍ଷର ଅଭିଜ୍ଞତା ଥିବ।
  • ସିନିୟର୍ ରେସିଡେଣ୍ଟ୍ – ପି.ଏମ.ଆରରେ ଏମ.ଡି କିମ୍ବା ଡି.ଏନ.ବି କରିଥିବେ।
  • ଜୁନିଅର୍ ରେସିଡେଣ୍ଟ୍ – ଏମସିଆଇ ଦ୍ୱାରା ଅନୁମୋଦିତ ଅନୁଷ୍ଠାନରୁ ଏମବିବିଏସ କରିଥିବେ। ଇଟର୍ନସିପ୍ ଶେଷ କରିଥିବେ। ଯେକୌଣସି ରାଜ୍ୟରେ ପଞ୍ଜିକୃତ ହୋଇଥିବେ।
  • ପ୍ରୋସ୍ଥେଟିଷ୍ଟ୍ ଆଣ୍ଡ୍ ଅର୍ଥୋଟିଷ୍ଟ୍ – ପ୍ରୋସ୍ଥେଟିଷ୍ଟ୍ ଆଣ୍ଡ୍ ଅର୍ଥୋଟିଷ୍ଟରେ ଡିଗ୍ରୀ କରିଥିବେ। ୪ ବର୍ଷର ଅଭିଜ୍ଞତା ଥିବ।
  • ସାଇକୋଲୋଜିଷ୍ଟ୍ – କ୍ଲିନିକାଲ୍ ସାଇକୋଲୋଜିରେ ସ୍ନାତକୋତ୍ତର କରିଥିବେ। ୩ ବର୍ଷର ଅଭିଜ୍ଞତା ଥିବ।
  • ସ୍ପିଚ୍ ଥେରାପିଷ୍ଟ୍ – ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବି.ଏ.ଏସ.ଏଲ.ପି କରିଥିବେ। ୩ ବର୍ଷର ଅଭିଜ୍ଞତା ଥିବ।
  • ସ୍ପେଶାଲ୍ ଏଜୁକେଟର୍(ମାନସିକ ବିଭାଗ) – ସ୍ପେଶାଲ୍ ଏଜୁକେସନ (ରିଟାର୍ଡେସନ୍ ଆଣ୍ଡ୍ ଇଣ୍ଟେଲେକଚୁଆଲ୍ ଡିସାବିଲିଟି)ରେ ଡିପ୍ଲୋମା କରିଥିବେ। ୨ ବର୍ଷର ଅଭିଜ୍ଞତା ଥିବ।
  • ସ୍ପେଶାଲ୍ ଏଜୁକେଟର୍ – ସ୍ପେଶାଲ୍ ଏଜୁକେସନ
  • (ଭିଜୁଆଲି ଇମ୍ପେୟାର୍ଡ)ରେ ଡିପ୍ଲୋମା କରିଥିବେ। ୨ ବର୍ଷର ଅଭିଜ୍ଞତା ଥିବ।
  • ଅପ୍ଟୋମିଟ୍ରିଷ୍ଟ୍ – ଯୁକ୍ତ ଦୁଇ କରିବା ସହିତ ଅପ୍ଟୋମିଟ୍ରିଷ୍ଟରେ ଡିପ୍ଲୋମା କରିଥିବେ। ୨ ବର୍ଷର ଅଭିଜ୍ଞତା ଥିବ।
  • ଇଅର୍ ମୋଲ୍ଡ୍ ଟେକ୍ନିସିଆନ୍ – ଯୁକ୍ତ ଦୁଇ କରିବା ସହିତ ହିୟରିଂ ଏଡ୍ ଆଣ୍ଡ୍ ଇଅର୍ ମୋଲ୍ଡ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବେ। ୨ ବର୍ଷର ଅଭିଜ୍ଞତା ଥିବ।ଇଅର୍ ମୋଲ୍‌ଡ
  • ଅଫିସ ଆସିଷ୍ଟାଣ୍ଟ୍ – ଯୁକ୍ତ ଦୁଇ କରିବା ସହିତ କମ୍ପ୍ୟୁଟର ଜ୍ଞାନ ଥିବ। ମିନିଟକୁ ୩୫ଟି ଶବ୍ଦ ଟାଇପ କରିପାରୁଥିବେ। ୨ ବର୍ଷର ଅଭିଜ୍ଞତା ଥିବ।

ବୟସ

  • ଫିଲିକାଲ ମେଡିସିନ୍ ଆଣ୍ଡ୍ ରିହାବିଲିଟେସନ୍ କନସଲଟାଣ୍ଟ୍‌ – ୪୫ ବର୍ଷ
  • ସିନିଅର୍ ରେସିଡେଣ୍ଟ୍ – ୪୦ ବର୍ଷ
  • ଜୁନିଅର୍ ରେସିଡେଣ୍ଟ୍ – ୩୩ ବର୍ଷ
  • ପ୍ରୋସ୍ଥେଟିଷ୍ଟ୍ ଆଣ୍ଡ୍ ଅର୍ଥୋଟିଷ୍ଟ୍ – ୪୦ ବର୍ଷ
  • ସାଇକୋଲୋଜିଷ୍ଟ୍ – ୩୫ ବର୍ଷ
  • ସ୍ପିଚ୍ ଥେରାପିଷ୍ଟ୍ – ୩୫ ବର୍ଷ
  • ସ୍ପେଶାଲ୍ ଏଜୁକେଟର୍(ମାନସିକ ବିଭାଗ) – ୩୫ ବର୍ଷ
  • ସ୍ପେଶାଲ୍ ଏଜୁକେଟର୍ – ୩୫ ବର୍ଷ
  • ଅପ୍ଟୋମିଟ୍ରିଷ୍ଟ୍ – ୩୫ ବର୍ଷ
  • ଇଅର୍ ମୋଲ୍ଡ୍ ଟେକ୍ନିସିଆନ୍ – ୩୫ ବର୍ଷ
  • ଅଫିସ ଆସିଷ୍ଟାଣ୍ଟ୍ – ୩୦ ବର୍ଷ

ଦରମା

  • ଫିଲିକାଲ ମେଡିସିନ୍ ଆଣ୍ଡ୍ ରିହାବିଲିଟେସନ୍ କନସଲଟାଣ୍ଟ୍‌ – ୧ ଲକ୍ଷ ୨୦ ହଜାର ଟଙ୍କା
  • ସିନିଅର୍ ରେସିଡେଣ୍ଟ୍ – ୬୭,୭୦୦ (ପେମାଟ୍ରିକ୍ସ ଲେବୁଲ୍ ୧୧)
  • ଜୁନିଅର୍ ରେସିଡେଣ୍ଟ୍ – ୫୦,୦୦୦ ଟଙ୍କା
  • ପ୍ରୋସ୍ଥେଟିଷ୍ଟ୍ ଆଣ୍ଡ୍ ଅର୍ଥୋଟିଷ୍ଟ୍ – ୩୫,୦୦୦ ଟଙ୍କା
  • ସାଇକୋଲୋଜିଷ୍ଟ୍ – ୩୫,୦୦୦ ଟଙ୍କା
  • ସ୍ପିଚ୍ ଥେରାପିଷ୍ଟ୍ – ୩୫,୦୦୦ ଟଙ୍କା
  • ସ୍ପେଶାଲ୍ ଏଜୁକେଟର୍(ମାନସିକ ବିଭାଗ) – ୨୦,୦୦୦ ଟଙ୍କା
  • ସ୍ପେଶାଲ୍ ଏଜୁକେଟର୍ – ୨୦,୦୦୦ ଟଙ୍କା
  • ଅପ୍ଟୋମିଟ୍ରିଷ୍ଟ୍ – ୨୦,୦୦୦ ଟଙ୍କା
  • ଇଅର୍ ମୋଲ୍‌ଡ ଟେକ୍ନିସିଆନ୍ – ୨୦,୦୦୦ ଟଙ୍କା
  • ଅଫିସ ଆସିଷ୍ଟାଣ୍ଟ୍ – ୨୦,୦୦୦ ଟଙ୍କା

ପ୍ରାର୍ଥୀଙ୍କ ଆବେଦନପତ୍ର ନିମ୍ନ ଲିଖିତ ଠିକଣାରେ ଫେବ୍ରୁଆରି ୫ ତାରିଖ ସୁଦ୍ଧା ପହଞ୍ଚିବା ଦରକାର। ସବିଶେଷ ତଥ୍ୟ ପାଇଁ ଆଗ୍ରହୀ ପ୍ରାର୍ଥୀ www.svnirtar.nic.inରେ ଲଗଇନ କରିପାରିବେ।

ଠିକଣା: The Director, Swami Vivekanand National lnstitute of Rehabilitation Training and Research, Olatpur, Post: Bairoi, Dist. Cuttack, Odisha, Pin: 754010

Comment