ଓଡ଼ିଶାଲାଇଭ୍ ବ୍ୟୁରୋ

OSSCର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ୩୧ଟି ଜୁନିୟର ଆସିଷ୍ଟାଣ୍ଟ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ପଦବୀ ସଂଖ୍ୟା – ଜୁନିଅର୍ ଆସିଷ୍ଟାଣ୍ଟ୍(୩୧)

ଆବେଦନର ଶେଷ ତାରିଖ – ଫେବ୍ରୁଆରି ୧୦ ତାରିଖ

ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ(୧୧)

  • ସାଧାରଣ ବର୍ଗ – ୬ (ମହିଳା-୨)
  • ଏସସି – ୨ (ମହିଳା-୧)
  • ଏସଟି – ୨ (ମହିଳା-୧)
  • ଏସ.ଇ.ବି.ସି – ୧

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ(୨୦)

  • ସାଧାରଣ ବର୍ଗ – ୯ (ମହିଳା-୪)
  • ଏସସି – ୩ (ମହିଳା-୧)
  • ଏସଟି – ୫ (ମହିଳା-୨)
  • ଏସ.ଇ.ବି.ସି – ୩ (ମହିଳା-୧)
  • ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ରହିଛି।

ବୟସ

  • ୨୧ରୁ ୩୨ ବର୍ଷ
  • ଏସସି, ଏସ.ଟି, ଏସ.ଇ.ବି.ସି ଓ ମହିଳାମାନଙ୍କ ପାଇଁ ୫ ବର୍ଷ କୋହଳ
  • ଭିନ୍ନକ୍ଷମଙ୍କ ପାଇଁ ୧୦ ବର୍ଷ କୋହଳ

ଶିକ୍ଷାଗତ ଯୋଗ୍ୟତା – କଳା, ବିଜ୍ଞାନ କିମ୍ବା ବାଣିଜ୍ୟରେ ଯୁକ୍ତ ୩ ପାସ କରିଥିବେ। କମ୍ପ୍ୟୁଟର ଜ୍ଞାନ ଥିବ।

ଦରମା – ୮,୮୮୦ ଟଙ୍କା

ଚୟନ ପ୍ରକ୍ରିୟା

  • ପ୍ରିଲିମିନାରୀ ପରୀକ୍ଷା
  • ମୁଖ୍ୟ ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ସ୍କିଲ୍ ପରୀକ୍ଷା
  • ସାର୍ଟିଫିକେଟ ଯାଞ୍ଚ

ଆବେଦନ ଫି’ –

ଏସସି, ଏସଟି ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ୨୦୦ ଟଙ୍କା ପରୀକ୍ଷା ଫି’ ଅନଲାଇନ୍ ଦାଖଲ କରିବାକୁ ପଡିବ।

ଅନଲାଇନ୍ ଆବେଦନ ଓ ସବିଶେଷ ତଥ୍ୟ ପାଇଁ ଆଗ୍ରହୀ ପ୍ରାର୍ଥୀ ossc.gov.inରେ ଲଗଇନ୍ କରିପାରିବେ।

Comment