ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନୁଗୁଳ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଫେବ୍ରୁଆରି ୨୩ (ରବିବାର) ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ଷ୍ଟିଲ୍‌ ମେଲ୍ଟିଂ ସପ୍‌, ବ୍ଲାଷ୍ଟ ଫର୍‌ନାନ୍ସ ଏବଂ ସିଣ୍ଟର ପ୍ଲାଣ୍ଟରେ ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ହିଁ ଆବେଦନ କରିପାରିବେ।

ପଦବୀ ଓ ଯୋଗ୍ୟତା:

  • ଇଞ୍ଜିନିୟର୍‌/ସୁପର୍‌ଭାଇଜର୍‌- ଡିପ୍ଲୋମା କିମ୍ବା ବି.ଟେକ୍‌ କରିବା ସହ ଷ୍ଟିଲ୍‌ ମେଲ୍ଟିଂ ସପ୍‌, ବ୍ଲାଷ୍ଟ ଫର୍‌ନାନ୍ସ ଏବଂ ସିଣ୍ଟର ପ୍ଲାଣ୍ଟରେ ୩ରୁ ୧୦ ବର୍ଷର ଅଭିଜ୍ଞତା ଥିବ।
  • ଫିଟର୍‌/ସିନିୟର୍‌ ଫିଟର୍‌/ଫୋର୍‌ମ୍ୟାନ୍‌- ଆଇଟିଆଇ ଡିଗ୍ରୀ ହାସଲ କରିବା ସହ ଷ୍ଟିଲ୍‌ ମେଲ୍ଟିଂ ସପ୍‌, ବ୍ଲାଷ୍ଟ ଫର୍‌ନାନ୍ସ ଏବଂ ସିଣ୍ଟର ପ୍ଲାଣ୍ଟରେ ୩ରୁ ୧୨ ବର୍ଷର ଅଭିଜ୍ଞତା ଥିବ।
  • ଇଲେକ୍ଟ୍ରିସିଆନ୍‌- ଆଇଟିଆଇ ଡିଗ୍ରୀ ହାସଲ କରିବା ସହ ଷ୍ଟିଲ୍‌ ମେଲ୍ଟିଂ ସପ୍‌, ବ୍ଲାଷ୍ଟ ଫର୍‌ନାନ୍ସ ଏବଂ ସିଣ୍ଟର ପ୍ଲାଣ୍ଟରେ ୧ରୁ ୫ ବର୍ଷର ଅଭିଜ୍ଞତା ଥିବ।
  • ଓ୍ଵେଲ୍ଡର୍‌-ଗ୍ୟାସ୍‌ କଟର୍‌- ଆଇଟିଆଇ ଡିଗ୍ରୀ ହାସଲ କରିବା ସହ ଷ୍ଟିଲ୍‌ ମେଲ୍ଟିଂ ସପ୍‌, ବ୍ଲାଷ୍ଟ ଫର୍‌ନାନ୍ସ ଏବଂ ସିଣ୍ଟର ପ୍ଲାଣ୍ଟରେ ୩ରୁ ୧୨ ବର୍ଷର ଅଭିଜ୍ଞତା ଥିବ।
  • ରିଗର୍‌- ଅଷ୍ଟମ ଶ୍ରେଣୀ ପାସ୍‌ କରିବା ସହ ଷ୍ଟିଲ୍‌ ମେଲ୍ଟିଂ ସପ୍‌, ବ୍ଲାଷ୍ଟ ଫର୍‌ନାନ୍ସ ଏବଂ ସିଣ୍ଟର ପ୍ଲାଣ୍ଟରେ ୫ରୁ ୧୨ ବର୍ଷର ଅଭିଜ୍ଞତା ଥିବ।
  • ହେଲ୍‌ପର୍‌- ଆଇଟିଆଇ ଡିଗ୍ରୀ ହାସଲ କରିବା ସହ ଷ୍ଟିଲ୍‌ ମେଲ୍ଟିଂ ସପ୍‌, ବ୍ଲାଷ୍ଟ ଫର୍‌ନାନ୍ସ ଏବଂ ସିଣ୍ଟର ପ୍ଲାଣ୍ଟରେ ୧ରୁ ୫ ବର୍ଷର ଅଭିଜ୍ଞତା ଥିବ।

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜର ବାୟୋଡାଟା ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ସହ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

  • ଠିକଣା– ହୋଟେଲ୍‌ ଦୁର୍ଗା, ଅନୁଗୁଳ, ଓଡ଼ିଶା, ଫୋନ୍‌ ନମ୍ବର- 8114396923
  • ଇଣ୍ଟରଭ୍ୟୁ ସମୟ– ଫେବ୍ରୁଆରି ୨୩ (ରବିବାର) ସକାଳ ୯ଟାରୁ ସଂଧ୍ୟା ୫ଟା

ସୌଜନ୍ୟ: ଚାକିରି ପ୍ଲସ୍‌

Comment