ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ ମହାସମର ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ମାର୍ଚ୍ଚ ୨୯ରୁ ଆଇପିଏଲ୍‌ ୧୩ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମ୍ୟାଚର ସୂଚୀ ପ୍ରକାଶ ପାଇଛି। ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ୍ସ ଓ ମୁମ୍ଵାଇ ଇଣ୍ଡିଆନ୍ସ ମଧ୍ୟ ଖେଳାଯିବ। ଏହାସହ ମେ ୨୪ ତାରିଖରେ ଆଇପିଏଲ୍‌ ୧୩ର ଫାଇନାଲ ମ୍ୟାଚ ଖେଳାଯିବ।

ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଟିମ୍‌ର ମ୍ୟାଚ ରହିଛି –

ମାର୍ଚ୍ଚ ୨୯ – ମୁମ୍ଵାଇ ବନାମ ଚେନ୍ନାଇ – ମୁମ୍ଵାଇ

ମାର୍ଚ୍ଚ ୩୦ – ଦିଲ୍ଲୀ ବନାମ ପଞ୍ଜାବ – ଦିଲ୍ଲୀ

ମାର୍ଚ୍ଚ ୩୧ – ବେଙ୍ଗାଳୁରୁ ବନାମ କୋଲକତା – ବେଙ୍ଗାଳୁରୁ

ଏପ୍ରିଲ ୧ – ହାଇଦ୍ରାବାଦ ବନାମ ମୁମ୍ଵାଇ – ହାଇଦ୍ରାବାଦ

ଏପ୍ରିଲ ୨ – ଚେନ୍ନାଇ ବନାମ ରାଜସ୍ଥାନ – ଚେନ୍ନାଇ

ଏପ୍ରିଲ ୩ – କୋଲକାତା ବନାମ ଦିଲ୍ଲୀ – କୋଲକାତା

ଏପ୍ରିଲ ୪ – ପଞ୍ଜାବ ବନାମ ହାଇଦ୍ରାବାଦ – ମୋହାଲି

ଏପ୍ରିଲ ୫ – ମୁମ୍ଵାଇ ବନାମ ବେଙ୍ଗାଳୁରୁ – ମୁମ୍ଵାଇ

ଏପ୍ରିଲ ୬ – କୋଲକାତା ବନାମ ଚେନ୍ନାଇ – କୋଲକାତା

ଏପ୍ରିଲ ୭ – ବେଙ୍ଗାଳୁରୁ ବନାମ ହାଇଦ୍ରାବାଦ – ବେଙ୍ଗାଳୁରୁ

ଏପ୍ରିଲ ୮ – ପଞ୍ଜାବ ବନାମ ମୁମ୍ଵାଇ – ମୋହାଲି

ଏପ୍ରିଲ ୯ – ରାଜସ୍ଥାନ ବନାମ କୋଲକତା – ଜୟପୁର

ଏପ୍ରିଲ ୧୦ – ଦିଲ୍ଲୀ ବନାମ ବେଙ୍ଗାଳୁରୁ – ଦିଲ୍ଲୀ

ଏପ୍ରିଲ ୧୧ – ଚେନ୍ନାଇ ବନାମ ପଞ୍ଜାବ – ଚେନ୍ନାଇ

ଏପ୍ରିଲ ୧୨ – ହାଇଦ୍ରାବାଦ ବନାମ ରାଜସ୍ଥାନ – ହାଇଦ୍ରାବାଦ

ଏପ୍ରିଲ ୧୨ – କୋଲକତା ବନାମ ମୁମ୍ଵାଇ – କୋଲକାତା

ଏପ୍ରିଲ ୧୩ – ଦିଲ୍ଲୀ ବନାମ ଚେନ୍ନାଇ – ଦିଲ୍ଲୀ

ଏପ୍ରିଲ ୧୪ – ପଞ୍ଜାବ ବନାମ ବେଙ୍ଗାଳୁରୁ – ମୋହାଲି

ଏପ୍ରିଲ ୧୫ – ମୁମ୍ଵାଇ ବନାମ ରାଜସ୍ଥାନ – ମୁମ୍ଵାଇ

ଏପ୍ରିଲ ୧୬ – ହାଇଦ୍ରାବାଦ ବନାମ କୋଲକାତା – ହାଇଦ୍ରାବାଦ

ଏପ୍ରିଲ ୧୭ – ପଞ୍ଜାବ ବନାମ ଚେନ୍ନାଇ – ମୋହାଲି

ଏପ୍ରିଲ ୧୮ – ବେଙ୍ଗାଳୁରୁ ବନାମ ରାଜସ୍ଥାନ – ବେଙ୍ଗାଳୁରୁ

ଏପ୍ରିଲ ୧୯ – ଦିଲ୍ଲୀ ବନାମ କୋଲକାତା – ଦିଲ୍ଲୀ

ଏପ୍ରିଲ ୧୯ – ଚେନ୍ନାଇ ବନାମ ହାଇଦ୍ରାବାଦ – ଚେନ୍ନାଇ

ଏପ୍ରିଲ ୨୦ – ମୁମ୍ଵାଇ ବନାମ ପଞ୍ଜାବ – ମୁମ୍ଵାଇ

ଏପ୍ରିଲ ୨୧ – ରାଜସ୍ଥାନ ବନାମ ହାଇଦ୍ରାବାଦ – ଜୟପୁର

ଏପ୍ରିଲ ୨୨ – ବେଙ୍ଗାଳୁରୁ ବନାମ ଦିଲ୍ଲୀ – ବେଙ୍ଗାଳୁରୁ

ଏପ୍ରିଲ ୨୩ – କୋଲକାତା ବନାମ ପଞ୍ଜାବ – କୋଲକାତା

ଏପ୍ରିଲ ୨୪ – ଚେନ୍ନାଇ ବନାମ ମୁମ୍ଵାଇ – ଚେନ୍ନାଇ

ଏପ୍ରିଲ ୨୫ – ରାଜସ୍ଥାନ ବନାମ ବେଙ୍ଗାଳୁରୁ – ଜୟପୁର

ଏପ୍ରିଲ ୨୬ – ପଞ୍ଜାବ ବନାମ କୋଲକାତା – ମୋହାଲି

ଏପ୍ରିଲ ୨୬ – ହାଇଦ୍ରାବାଦ ବନାମ ଦିଲ୍ଲୀ – ହାଇଦ୍ରାବାଦ

ଏପ୍ରିଲ ୨୭ – ଚେନ୍ନାଇ ବନାମ ବେଙ୍ଗାଳୁରୁ – ଚେନ୍ନାଇ

ଏପ୍ରିଲ ୨୮ – ମୁମ୍ଵାଇ ବନାମ କୋଲକାତା – ମୁମ୍ଵାଇ

ଏପ୍ରିଲ ୨୯ – ରାଜସ୍ଥାନ ବନାମ ପଞ୍ଜାବ – ଜୟପୁର

ଏପ୍ରିଲ ୩୦ – ହାଇଦ୍ରାବାଦ ବନାମ ଚେନ୍ନାଇ – ହାଇଦ୍ରାବାଦ

ମେ ୧ – ମୁମ୍ଵାଇ ବନାମ ଦିଲ୍ଲୀ – ମୁମ୍ଵାଇ

ମେ ୨ – କୋଲକତା ବନାମ ରାଜସ୍ଥାନ –କୋଲକାତା

ମେ ୩ – ବେଙ୍ଗାଳୁରୁ ବନାମ ପଞ୍ଜାବ – ବେଙ୍ଗାଳୁରୁ

ମେ ୩ –ଦିଲ୍ଲୀ ବନାମ ହାଇଦ୍ରାବାଦ – ଦିଲ୍ଲୀ

ମେ ୪ – ରାଜସ୍ଥାନ ବନାମ ଚେନ୍ନାଇ – ଜୟପୁର

ମେ ୫ – ହାଇଦ୍ରାବାଦ ବନାମ ବେଙ୍ଗାଳୁରୁ – ହାଇଦ୍ରାବାଦ

ମେ ୬ – ଦିଲ୍ଲୀ ବନାମ ମୁମ୍ଵାଇ – ଦିଲ୍ଲୀ

ମେ ୭ – ଚେନ୍ନାଇ ବନାମ କୋଲକାତା – ଚେନ୍ନାଇ

ମେ ୮ – ପଞ୍ଜାବ ବନାମ ରାଜସ୍ଥାନ – ମୋହାଲି

ମେ ୯ – ମୁମ୍ଵାଇ ବନାମ ହାଇଦ୍ରାବାଦ – ମୁମ୍ଵାଇ

ମେ ୧୦ – ଚେନ୍ନାଇ ବନାମ ଦିଲ୍ଲୀ – ଚେନ୍ନାଇ

ମେ ୧୦ – କୋଲକାତା ବନାମ ବେଙ୍ଗାଳୁରୁ – କୋଲକାତା

ମେ ୧୧ – ରାଜସ୍ଥାନ ବନାମ ମୁମ୍ଵାଇ – ଜୟପୁର

ମେ ୧୨ – ହାଇଦ୍ରାବାଦ ବନାମ ପଞ୍ଜାବ – ହାଇଦ୍ରାବାଦ

ମେ ୧୩ – ଦିଲ୍ଲୀ ବନାମ ରାଜସ୍ଥାନ – ଦିଲ୍ଲୀ

ମେ ୧୪ – ବେଙ୍ଗାଳୁରୁ ବନାମ ଚେନ୍ନାଇ – ବେଙ୍ଗାଳୁରୁ

ମେ ୧୫ – କୋଲକାତା ବନାମ ହାଇଦ୍ରାବାଦ – କୋଲକାତା

ମେ ୧୬ – ପଞ୍ଜାବ ବନାମ ଦିଲ୍ଲୀ – ମୋହାଲି

ମେ ୧୭ ବେଙ୍ଗାଳୁରୁ ବନାମ ମୁମ୍ଵାଇ – ବେଙ୍ଗାଳୁରୁ

Comment