ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଢଙ୍ଗରପଡ଼ାସ୍ଥିତ ହୋଟେଲ୍‌ ଶ୍ରୀକ୍ଷେତ୍ର ଇଣ୍ଟର୍‌ନାସନାଲ୍‌ରେ ଆକାଉଣ୍ଟାଣ୍ଟ୍‌, ହାଉସ୍‌କିପିଂ ସୁପର୍‌ଭାଇଜର୍‌ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୩, ୪ ଓ ୫ ତାରିଖରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ପଦବୀ ଓ ସଂଖ୍ୟା:

  • ଆକାଉଣ୍ଟାଣ୍ଟ୍‌- ୩ଟି ପଦବୀ (ଟାଲିରେ ଜ୍ଞାନ ଥିବ)
  • ଫୁଡ୍‌ ଆଣ୍ଡ ବେଭେରେଜ୍‌ କଣ୍ଟ୍ରୋଲର୍‌- ୨ଟି ପଦବୀ
  • ହାଉସ୍‌କିପିଂ ସୁପର୍‌ଭାଇଜର୍‌- ୩ଟି ପଦବୀ
  • ରୁମ୍‌ ବୟ- ୪ଟି ପଦବୀ
  • ହାଉସ୍‌ମ୍ୟାନ୍‌- ୪ଟି ପଦବୀ
  • ଚାଇନିଜ୍‌ କମି-(୧) – ୨ଟି ପଦବୀ

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୩, ୪ ଏବଂ ୫ ତାରିଖ ସକାଶ ୧୦ରୁ ସଂଧ୍ୟା ୫ଟା ଯାଏଁ

ଠିକଣା– ହୋଟେଲ୍‌ ଶ୍ରୀକ୍ଷେତ୍ର ଇଣ୍ଟର୍‌ନାସନାଲ୍‌, ଏନ୍‌ଏଚ୍‌-୪୯, ଢଙ୍ଗରପଡ଼ା, କେନ୍ଦୁଝର, ଓଡ଼ିଶା

ଯୋଗାଯୋଗ ପାଇଁ-

ଫୋନ୍‌ ନମ୍ବର– 7854044181, 9337317162

ଇ ମେଲ୍‌– booking.hotelshreekshetra@gmail.com

Comment