ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ରେ ନୂଆ ପ୍ରତିଷ୍ଠା ହୋଇଥିବା ଆଡ୍‌ଭାନ୍‌ସ ରିହାବିଲିଟେସନ୍‌ ସେଣ୍ଟରରେ ଫିଜିଓଥେରାପିଷ୍ଟ, ପ୍ରୋସ୍‌ଥେଟିଷ୍ଟ, ଅର୍ଥୋଟିଷ୍ଟଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୨୧ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ:

  • ଫିଜେଓଥେରାପିଷ୍ଟ- ୫ଟି ପଦବୀ
  • ପି ଆଣ୍ଡ୍‌ ଓ ପ୍ରଫେସନାଲ୍‌- ୫ଟି ପଦବୀ

physiotherapist

ଯୋଗ୍ୟତା– ଉପରୋକ୍ତ ପଦବୀରେ ୨ରୁ ୩ ବର୍ଷର ଅଭିଜ୍ଞତା ଥିବ।

ନିଯୁକ୍ତି ସ୍ଥାନ– ସୁନ୍ଦରଗଡ଼ (ଓଡ଼ିଶା)

prosthetist

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ୨୦୨୦ ମାର୍ଚ୍ଚ ୨୧ ସୁଦ୍ଧା ନିଜର ବାୟୋଡାଟା ssepd@brbiomedical.com କୁ ପଠାଇଦେବେ।

ଯୋଗାଯୋଗ ପାଇଁ ଫୋନ୍‌ ନମ୍ବର– 8328906687

Source: https://www.chakiri.plus/

Comment