ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେଟ୍ରୋ ଗ୍ରୁପ୍‌ ଅଧୀନରେ ସିକ୍ୟୁରିଟି ଗାର୍ଡ, ଅଫିସ ଡ୍ରାଇଭର, ଇଲେକ୍ଟ୍ରିସିଆନ୍‌, ପ୍ଲମ୍ବର ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ କିମ୍ବା ମେଲ୍‌ ଜରିଆରେ ଆବେଦନ କରିପାରିବେ।

ପଦବୀ ବିବରଣୀ:

  • ସିକ୍ୟୁରିଟି ଗାର୍ଡ- ୩୦ଟି ପଦବୀ- ଅତିକମ୍‌ରେ ଦଶମ ପାସ୍‌ କରିଥିବେ।
  • ଅଫିସ୍‌ ଡ୍ରାଇଭର୍‌- ୩ଟି ପଦବୀ- ଅତିକମ୍‌ରେ ଦଶମ ପାସ୍‌ କରିଥିବେ।
  • ଇଲେକ୍ଟ୍ରିସିଆନ୍‌/ପ୍ଲମ୍ବର- ୨ଟି ପଦବୀ- ଆଇଟିଆଇ/ଡିପ୍ଲୋମା କରିଥିବେ।
  • ହାଉସ୍‌ କିପିଂ ଷ୍ଟାଫ୍‌- ୧୦ ଟି ପଦବୀ- ଅତିକମ୍‌ରେ ପଞ୍ଚମ ପାସ୍‌ କରିଥିବେ।
  • ଷ୍ଟିଓ୍ଵାର୍ଡ/ଓ୍ଵେଟର୍‌ (ହୋଟେଲ୍‌) – ୫ଟି ପଦବୀ- ଦଶମ ପାସ୍‌ କରିଥିବେ।
  • ଅଫିସ୍‌ ରୋଷେୟା- ଗୋଟିଏ ପଦବୀ- ଅତିକମ୍‌ରେ ପଞ୍ଚମ ପାସ୍‌ କରିଥିବେ।

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ସହ ନିମ୍ନଲିଖିତ ଠିକଣାରେ ଯାଇ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇପାରିବେ।

ଠିକଣା– ମେଟ୍ରୋ ଗ୍ରୁପ୍‌, ମେଟ୍ରୋ ରିଭର୍‌ଭ୍ୟୁ କମ୍ପ୍ଲେକ୍ସ, ସନ୍‌ସାଇନ୍‌ ଫିଲ୍ଡ, ରିଂ ରୋଡ୍‌, ହୋଟେଲ୍‌ ବ୍ଲୁ ଲାଗୁନ୍‌ ପାଖ, କଟକ- ୭୫୩୦୦୨

Source: https://www.chakiri.plus/

Comment