ଓଡ଼ିଶାଲାଇଭ୍ ବ୍ୟୁରୋ

ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ (GITAM) ରେ ପ୍ରିନ୍ସିପାଲ, ଅଧ୍ୟାପକ, ଲାବୋରେଟାରୀ ଡେମୋନଷ୍ଟ୍ରେଟର୍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ୭ ଦିନ ମଧ୍ୟରେ ଆବେଦନ କରିପାରିବେ।
ପଦବୀ:
- ପ୍ରିନ୍ସିପାଲ (ଏମବିଏ ଓ୍ୱିଂ)
- ଆସୋସିଏଟ୍ ପ୍ରଫେସର/ଆସିଷ୍ଟାଣ୍ଟ ପ୍ରଫେସର (ମାର୍କେଟିଂ ଆଣ୍ଡ୍ ଫାଇନାନ୍ସ)
- ଆସୋସିଏଟ୍ ପ୍ରଫେସର/ଆସିଷ୍ଟାଣ୍ଟ ପ୍ରଫେସର (ମେକାନିକାଲ/ସିଏସଇ/ଇସିଇ/ଇଇ/ସିଭିଲ୍/ସାଇନ୍ସ ଆଣ୍ଡ୍ ହ୍ୟୁମାନିଟିଜ୍/ମ୍ୟାଥେମେଟିକ୍ସ/ଫିଜିକ୍ସ/କେମେଷ୍ଟ୍ରୀ/ଇଂଲିସ୍)
- ଲାବୋରେଟାରୀ ଡେମୋନଷ୍ଟ୍ରେଟର୍ (ମେକାନିକାଲ/ସିଏସଇ/ଇସିଇ/ଇଇ/ସିଭିଲ୍)
- ହଷ୍ଟେଲ୍ ସୁପେରିନଟେଣ୍ଡେଟ୍
- ଯୋଗ ଟିଚର୍
- ମ୍ୟୁଜିକ୍ ଟ୍ରେନର୍
- ଡ୍ୟାନ୍ସ ଟ୍ରେନର
- ପବ୍ଲିକ ରିଲେସନ୍ ଅଫିସର
- ପିଓନ
- ହର୍ଟିକଲଟରିଷ୍ଟ ଆଣ୍ଡ୍ ସିକ୍ୟୁରିଟି ଗାର୍ଡ
- ଷ୍ଟୁଡେଣ୍ଟ କାଉନସେଲର (ସାଇକୋଲୋଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ)
ଆବେଦନ ପ୍ରକ୍ରିୟା:
ଏହି ବିଜ୍ଞପ୍ତି ମାର୍ଚ୍ଚ ୨୦ ତାରିଖରେ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୭ ଦିନ ମଧ୍ୟରେ ନିଜର ସଂପୂର୍ଣ୍ଣ ବାୟୋଡାଟା caa@gitam.ac.in କୁ ପଠାଇଦେବେ।
ଠିକଣା– ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ, ସରସ୍ୱତୀ ବିହାର, ଗ୍ରାମଧା, ଗଙ୍ଗପଡ଼ା, ଖୋର୍ଦ୍ଧା- ୭୫୨୦୫୪
- ଫୋନ୍ ନମ୍ବର- ୦୬୭୪-୨୧୧୩୨୫୫
- ଓ୍ୱେବସାଇଟ୍-ac.in
Source: https://www.chakiri.plus/


















