ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ (GITAM) ରେ ପ୍ରିନ୍ସିପାଲ, ଅଧ୍ୟାପକ, ଲାବୋରେଟାରୀ ଡେମୋନଷ୍ଟ୍ରେଟର୍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ୭ ଦିନ ମଧ୍ୟରେ ଆବେଦନ କରିପାରିବେ।

ପଦବୀ:

  • ପ୍ରିନ୍ସିପାଲ (ଏମବିଏ ଓ୍ୱିଂ)
  • ଆସୋସିଏଟ୍ ପ୍ରଫେସର/ଆସିଷ୍ଟାଣ୍ଟ ପ୍ରଫେସର (ମାର୍କେଟିଂ ଆଣ୍ଡ୍ ଫାଇନାନ୍ସ)
  • ଆସୋସିଏଟ୍ ପ୍ରଫେସର/ଆସିଷ୍ଟାଣ୍ଟ ପ୍ରଫେସର (ମେକାନିକାଲ/ସିଏସଇ/ଇସିଇ/ଇଇ/ସିଭିଲ୍/ସାଇନ୍ସ ଆଣ୍ଡ୍ ହ୍ୟୁମାନିଟିଜ୍/ମ୍ୟାଥେମେଟିକ୍ସ/ଫିଜିକ୍ସ/କେମେଷ୍ଟ୍ରୀ/ଇଂଲିସ୍)
  • ଲାବୋରେଟାରୀ ଡେମୋନଷ୍ଟ୍ରେଟର୍ (ମେକାନିକାଲ/ସିଏସଇ/ଇସିଇ/ଇଇ/ସିଭିଲ୍)
  • ହଷ୍ଟେଲ୍ ସୁପେରିନଟେଣ୍ଡେଟ୍
  • ଯୋଗ ଟିଚର୍
  • ମ୍ୟୁଜିକ୍ ଟ୍ରେନର୍
  • ଡ୍ୟାନ୍ସ ଟ୍ରେନର
  • ପବ୍ଲିକ ରିଲେସନ୍ ଅଫିସର
  • ପିଓନ
  • ହର୍ଟିକଲଟରିଷ୍ଟ ଆଣ୍ଡ୍ ସିକ୍ୟୁରିଟି ଗାର୍ଡ
  • ଷ୍ଟୁଡେଣ୍ଟ କାଉନସେଲର (ସାଇକୋଲୋଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ)

ଆବେଦନ ପ୍ରକ୍ରିୟା:

ଏହି ବିଜ୍ଞପ୍ତି ମାର୍ଚ୍ଚ ୨୦ ତାରିଖରେ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୭ ଦିନ ମଧ୍ୟରେ ନିଜର ସଂପୂର୍ଣ୍ଣ ବାୟୋଡାଟା caa@gitam.ac.in କୁ ପଠାଇଦେବେ।

ଠିକଣା– ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ, ସରସ୍ୱତୀ ବିହାର, ଗ୍ରାମଧା, ଗଙ୍ଗପଡ଼ା, ଖୋର୍ଦ୍ଧା- ୭୫୨୦୫୪

  • ଫୋନ୍ ନମ୍ବର- ୦୬୭୪-୨୧୧୩୨୫୫
  • ଓ୍ୱେବସାଇଟ୍-ac.in

Source: https://www.chakiri.plus/

LEAVE A REPLY

Please enter your comment!
Please enter your name here