ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ହ୍ୱାଟ୍ସଆପରେ ମେସେଜ କରି ରାଜଧାନୀବାସୀ ଘରେ ବସି ଜିନିଷପତ୍ର ପାଇପାରିବେ।

ଗୋଟିଏ ହ୍ୱାଟ୍ସଆପ୍ ମେସେଜରେ ଆପଣଙ୍କ ଘରେ ସବୁ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀ ଆସି ପହଞ୍ଚିଯିବ। ଡେଲିଭରି ବୟ ଆପଣଙ୍କ ଘର ଆଗକୁ ଆସି ସମସ୍ତ ଜିନିଷ ପତ୍ର ଦେଇ ଚାଲିଯିବେ। ଲକଡାଉନ୍ ସମୟରେ ବିଏମସି ପକ୍ଷରୁ ଏଭଳି କିଛି ସୁବିଧା ଆରମ୍ଭ କରାଯାଇଛି।

ଏଥିରେ ରାଜଧାନୀର ୨୮ଟି ସପିଂ ମଲକୁ ରଖାଯାଇଛି। ରିଲାଏନ୍ସ ଫ୍ରେସ୍, ବିଗ୍ ବଜାର, ବିଶାଲ୍ ମେଗା ମାର୍ଟ ଭଳି ସପିଂ ମଲ ରାଜଧାନୀବାସୀଙ୍କୁ ଏହି ସୁବିଧା ଯୋଗାଇଦେବେ। ଲୋକମାନେ ସକାଳ ୭ଟାରୁ ରାତି ୧୧ଟା ମଧ୍ୟରେ ଯେକୌଣସି ସମୟରେ ତାଙ୍କ ମୋବାଇଲରୁ ହ୍ୱାଟ୍ସଆପ୍ କରିପାରିବେ। ଏହାପରେ ଡେଲିଭରି ବୟ ଆସି ସେମାନଙ୍କୁ ଜିନିଷ ଦେବା ସହିତ ବିଲ୍ ଅନୁଯାୟୀ ଟଙ୍କା ନେବେ।

ଜାଣନ୍ତୁ, ବିଭିନ୍ନ ଷ୍ଟୋର ଅଧିକାରୀଙ୍କ ମୋବାଇଲ୍ ନମ୍ବର

ବିଗ୍ ବଜାର, ଫୋରମ୍ ମାର୍ଟ, ସତ୍ୟନଗର – ପବିତ୍ର ମହାନ୍ତି (୮୩୨୭୭୬୫୦୬୭,୮୯୨୮୯୩୨୦୫୩)

ବିଗ୍ ବଜାର, ପଟିଆ – ରାହୁଲ୍ (୯୧୩୬୯୪୯୭୮୫,୮୪୩୩୯୯୯୭୦୯)

ବିଗ୍ ବଜାର, ଏସପ୍ଲାନେଡ୍ – ନୁର ଅସିଫ୍ (୯୮୨୮୯୩୨୦୪୪)

ବିଶାଲ୍ ମେଗାମାର୍ଟ, ରସୁଲଗଡ଼ – ରାଜେନ୍ଦ୍ର ସାହୁ (୯୧୭୮୯୮୪୪୭୭)

ବିଗ୍ ବଜାର, ସିମ୍ପୋନୀ ମଲ୍, ପାହାଳ – ଧନୁର୍ଜୟ ବେହେରା (୭୯୪୮୦୫୨୯୦୪)

ବିଗ୍ ବଜାର, କ୍ରିଷ୍ଣା ପ୍ଲାଜା – ଅରୁଣ ପାତ୍ର (୮୯୨୮୯୮୨୦୪୫)

ବିଗ୍ ବଜାର, ଡିଏନ୍ ରେଗାଲିଆ, ପାତ୍ରପଡ଼ା – ଶୁଭମ୍ ଦାସ (୭୮୭୩୪୨୧୮୯୮)

ସାଇ ଆଧାର, ମାଉସୀ ମା’ ମନ୍ଦିର – ପ୍ରକାଶ ସାହୁ (୮୨୪୯୦୯୪୩୪୮)

ବିଶାଲ୍ ମେଗା ମାର୍ଟ, ପାତ୍ରପଡ଼ା, – ସୋମ୍ୟ ରଞ୍ଜନ (୮୨୪୯୪୨୭୯୦୦)

ବିଶାଲ୍ ମେଗା ମାର୍ଟ, ଇନ୍ଦ୍ରଧନୁ ମାର୍କେଟ୍ – ସୌମ୍ୟ ରଞ୍ଜନ (୮୨୭୦୫୨୦୮୭୦)

ରିଲାଏନ୍ସ ସ୍ମାର୍ଟ, ସିଆରପିଏଫ୍ – ସୌମ୍ୟ ପତି (୭୦୦୮୨୧୯୨୫୫)

ରିଲାଏନ୍ସ ଫ୍ରେସ୍, ଗଣ୍ଡମୁଣ୍ଡା – ସୁମନ ନାୟକ (୭୯୭୮୦୩୧୭୩୬)

ରିଲାଏନ୍ସ ଫ୍ରେସ୍, ଗୋପବନ୍ଧୁ ଛକ – ମନୋରଞ୍ଜନ ପୃଷ୍ଟି (୭୦୦୮୧୯୪୯୧୬)

ରିଲାଏନ୍ସ ଫ୍ରେସ୍, ୟୁନିଟ୍-୪ – ପ୍ରଶାନ୍ତ କୁମାର ନାୟକ (୮୯୧୭୪୫୦୦୪୦)

ରିଲାଏନ୍ସ ଫ୍ରେସ୍, ସହିଦ୍ ନଗର – ଅଭିଷକ ମହାନ୍ତି (୭୦୦୮୯୮୬୩୭୯)

ରିଲାଏନ୍ସ ଫ୍ରେସ୍, ସତ୍ୟ ବିହାର – ସୌମ୍ୟରଞ୍ଜନ (୯୩୪୮୫୮୭୦୦୮)

ରିଲାଏନ୍ସ ଫ୍ରେସ୍, ଚନ୍ଦ୍ରଶେଖରପୁର – ଶୈଳେନ୍ଦ୍ର ଜେନା (୭୦୦୮୯୯୭୪୪୦)

ରିଲାଏନ୍ସ ଫ୍ରେସ୍, ରଘୁନାଥପୁର – କ୍ଷୀରୋଦ ସାହୁ (୬୩୭୧୯୨୮୭୨୮)

ରିଲାଏନ୍ସ ଫ୍ରେସ୍, ସମ୍ ହସ୍ପିଟାଲ୍ – ସୁଶାନ୍ତ ପ୍ରଧାନ(୭୦୦୮୯୯୪୪୧୨)

ରିଲାଏନ୍ସ ଫ୍ରେସ, ଟଙ୍କପାଣି ରୋଡ୍ –ସାହିଲ୍ ନାୟକ(୯୮୬୧୨୦୭୯୪୫୭)

ରିଲାଏନ୍ସ ଫ୍ରେସ୍, ମହତାବ୍ ରୋଡ୍ – ସୁରଜିତ୍ ଦାସ (୯୭୭୭୦୪୯୧୫୧)

ରିଲାଏନ୍ସ ଫ୍ରେସ୍, ଲିୱିସ୍ ପ୍ଲାଜା – କୁଞ୍ଜୁରି ରଥ (୭୦୦୮୯୮୬୩୭୮)

ରିଲାଏନ୍ସ ଫ୍ରେସ୍, କଟକ ରୋଡ୍ – ପ୍ରଭାତ ବେହେରା (୬୩୭୨୫୭୦୦୪୨)

ରିଲାଏନ୍ସ ଫ୍ରେସ୍, ଜିଜିପି କଲୋନି – ନିରଞ୍ଜନ ସାହୁ (୭୩୭୭୪୧୦୧୫୪)

ରିଲାଏନ୍ସ ଫ୍ରେସ୍, ବରମୁଣ୍ଡା – ପ୍ରଶାନ୍ତ ପଣ୍ଡା (୭୯୭୮୬୩୦୫୮୮)

ରିଲାଏନ୍ସ ଫ୍ରେସ୍, ଆଇଆରସି ଭିଲେଜ୍ – ସୌମ୍ୟରଞ୍ଜନ (୭୦୦୮୯୯୫୪୧୫)

ରିଲାଏନ୍ସ ସ୍ମାର୍ଟ, ପଟିଆ –ଅଂଶୁମାନ ସାହୁ (୭୮୯୪୪୪୭୮୯୦)

Comment