ଓଡ଼ିଶାଲାଇଭ୍ ବ୍ୟୁରୋ

OSSC ଅଧୀନରେ ୧୨୫ ଜଣ ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ ୮ ତାରିଖ ସୁଦ୍ଧା ଆବେଦନ କରିପାରିବେ।

  • କେବଳ ଏସ୍‌ସି-ଏସ୍‌ଟି ପ୍ରାର୍ଥୀମାନେ ହିଁ ଆବେଦନ କରିପାରିବେ
  • ପଦବୀ ସଂଖ୍ୟା (୧୨୫) – ଏସ୍‌ସି- ୪୫ (ମହିଳା- ୧୮), ଏସ୍‌ଟି- ୮୦(ମହିଳା- ୨୭)

ଶିକ୍ଷାଗତ ଯୋଗ୍ୟତା– ଯେକୌଣସି ବିଭାଗରେ ଦ୍ଵାଦଶ ପାସ୍‌ କରିବା ସହ କମ୍ପ୍ୟୁଟରରେ ଜ୍ଞାନ ଥିବା ଆବଶ୍ୟକ।

ବୟସ ସୀମା– ୨୦୧୯ ଜାନୁଆରି ୧ ସୁଦ୍ଧା ୨୧ରୁ ୩୭ ବର୍ଷ ବୟସ ହୋଇଥିବ।

ଦରମା– ୮,୮୮୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଅଧିକ ତଥ୍ୟ ପାଇଁ ossc.gov.in ରେ କ୍ଲିକ୍‌ କରନ୍ତୁ।

source:www.chakiri.plus

Comment