ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟାଙ୍କ ଅଫ୍‌ ବରୋଦା ଅଧୀନରେ ଟେକ୍ନୋଲୋଜୀ ଆର୍‌କିଟେକ୍ଟ, ବିଜିନେସ୍‌ ଆନାଲିଷ୍ଟ, ଡାଟା ଇଞ୍ଜିନିୟର ଆଦି ୧୪ଟି ପଦବୀରେ ସମୁଦାୟ ୩୯ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୭ ପରିବର୍ତ୍ତେ ଏପ୍ରିଲ୍ ୧୫ ଯାଏଁ ଚାଲୁ ରହିବ।

ପଦବୀ ବିବରଣୀ:

  • ଟେକ୍ନୋଲୋଜୀ ଆର୍‌କିଟେକ୍ଟ- ଗୋଟିଏ ପଦବୀ- (ବୟସ- ୩୦ରୁ ୪୫ ବର୍ଷ)
  • ପ୍ରୋଗ୍ରାମ ମ୍ୟାନେଜର- ଗୋଟିଏ ପଦବୀ- (ବୟସ- ୩୦ରୁ ୪୫ ବର୍ଷ)
  • କ୍ଵାଲିଟି ଆସ୍ୟୋରାନ୍ସ ଲିଡ୍‌- ୨ଟି ପଦବୀ- (ବୟସ- ୩୦ରୁ ୪୫ ବର୍ଷ)
  • ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଲିଡ୍‌- ଗୋଟିଏ ପଦବୀ- (ବୟସ- ୩୦ରୁ ୪୫ ବର୍ଷ)
  • ଡାଟାବେସ୍‌ ଆର୍‌କିଟେକ୍ଟ- ଗୋଟିଏ ପଦବୀ- (ବୟସ- ୨୫ରୁ ୩୫ ବର୍ଷ)
  • ବିଜିନେସ୍‌ ଆନାଲିଷ୍ଟ ଲିଡ୍‌- ୨ଟି ପଦବୀ- (ବୟସ- ୩୦ରୁ ୪୫ ବର୍ଷ)
  • ବିଜିନେସ୍‌ ଆନାଲିଷ୍ଟ- ୫ଟି ପଦବୀ- (ବୟସ- ୨୫ରୁ ୪୦ ବର୍ଷ)
  • ଓ୍ଵେବ୍‌ ଆଣ୍ଡ୍‌ ଫ୍ରଣ୍ଟ୍‌ ଏଣ୍ଡ୍‌ ଡେଭେଲପର୍‌- ୬ଟି ପଦବୀ- (ବୟସ- ୨୫ରୁ ୪୦ ବର୍ଷ)
  • ଡାଟା ଆନାଲିଷ୍ଟ- ୪ଟି ପଦବୀ- (ବୟସ- ୨୫ରୁ ୪୦ ବର୍ଷ)
  • ଡାଟା ଇଞ୍ଜିନିୟର- ୪ଟି ପଦବୀ- (ବୟସ- ୨୫ରୁ ୪୦ ବର୍ଷ)
  • ଇଣ୍ଟିଗ୍ରେସନ୍‌ ଏକ୍ସପର୍ଟ- ୨ଟି ପଦବୀ- (ବୟସ- ୨୫ରୁ ୪୦ ବର୍ଷ)
  • ଇମର୍ଜିଂ ଟେକ୍ନୋଲୋଜୀ ଏକ୍ସପର୍ଟ- ୩ଟି ପଦବୀ- (ବୟସ- ୨୫ରୁ ୪୦ ବର୍ଷ)
  • ମୋବାଇଲ୍‌ ଆପ୍ଲିକେସନ୍‌ ଡେଭେଲପର୍‌- ୫ଟି ପଦବୀ- (ବୟସ- ୨୫ରୁ ୩୫ ବର୍ଷ)
  • ୟୁଆଇ/ୟୁଏକ୍ସ ଡିଜାଇନର୍‌- ୨ଟି ପଦବୀ- (ବୟସ- ୨୫ରୁ ୪୦ ବର୍ଷ)

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଆବେଦନ ଶୁଳ୍କ:

  • ଜେନେରାଲ୍‌/ଓବିସି/ଇଡବ୍ଲୁଏସ୍‌- ୬୦୦ ଟଙ୍କା
  • ଏସ୍‌ସି/ଏସ୍‌ଟି/ଭିନ୍ନକ୍ଷମ- ୧୦୦ ଟଙ୍କା

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇଁ bankofbaroda.in ରେ ଲଗ୍‌ଇନ୍‌ କରନ୍ତୁ।

source:www.chakiri.plus

Comment