ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୯ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଗକୁ ବିଭିନ୍ନ ଜିଲ୍ଲାରେ ଖୋଲିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏସବୁ ଭିତରେ ସାଧାରଣ ଥଣ୍ଡା, ଜ୍ୱର, କାଶ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲେ ରୋଗୀ ଭୁବନେଶ୍ୱରର କେଉଁ ପ୍ରମୁଖ ହସ୍ପିଟାଲକୁ ଯିବେ ସେନେଇ ରାଜ୍ୟ ସରକାର ଏକ ତାଲିକା ଜାରି କରିଛନ୍ତି।

ସେଗୁଡ଼ିକ ହେଲା: –

୧. ଆମ୍ରି ହସ୍ପିଟାଲ

୨. କଳିଙ୍ଗ ହସ୍ପିଟାଲ

୩. ନୀଳାଚଳ ହସ୍ପିଟାଲ

୪. ସନସାଇନ ହସ୍ପିଟାଲ

୫. ସ୍ପର୍ଶ ହସ୍ପିଟାଲ

୬. ବ୍ଲୁ-ହୁଏଲ ହସ୍ପିଟାଲ

୭. କେୟାର ହସ୍ପିଟାଲ

୮. ଅଶ୍ୱିନୀ ଆଦିତ୍ୟ ହସ୍ପିଟାଲ

୯. ଭୁବନେଶ୍ୱର ହସ୍ପିଟାଲ

୧୦. ବିଏମ୍‌ଆର୍‌ଆଇ ଇନଷ୍ଟିଚ୍ୟୁଟ ଏବଂ ନର୍ସିଂହୋମ୍‌

୧୧. ପଣ୍ଡା ହସ୍ପିଟାଲ

୧୨. ପଣ୍ଡା ନର୍ସିଂହୋମ

୧୩. ମା ଶକ୍ତି ହସ୍ପିଟାଲ

୧୪. ଗ୍ୟାଷ୍ଟ୍ରୋ କିଡ୍‌ନୀ କେୟାର

୧୫. ବିବେକାନନ୍ଦ ହସ୍ପିଟାଲ

୧୬. ଉସ୍ଥି ହସ୍ପିଟାଲ

୧୭. କିମ୍‌ସ ହସ୍ପିଟାଲ

୧୮. ସମ୍‌ ହସ୍ପିଟାଲ

୧୯. କ୍ୟାପିଟାଲ ହସ୍ପିଟାଲ

Comment