ଓଡ଼ିଶାଲାଇଭ୍ ବ୍ୟୁରୋ

RBI ଅଧୀନରେ କନସଲଟାଣ୍ଟ, ସ୍ପେଶିଆଲିଷ୍ଟ ଓ ଆନାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପୂର୍ବରୁ ସୂଚିତ ଆବେଦନ ପ୍ରକ୍ରିୟାର ସମୟ (ଏପ୍ରିଲ୍ ୯ରୁ ୨୯)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏହି ନିଯୁକ୍ତି ପାଇଁ ପରବର୍ତ୍ତୀ ଘୋଷଣା ଯାଏଁ ଅପେକ୍ଷା କରିବାକୁ କୁହାଯାଇଛି।
ପଦବୀ ବିବରଣୀ
- କନସଲଟାଣ୍ଟ (ଆପ୍ଲାଏଡ୍ ମ୍ୟାଥେମେଟିକ୍ସ) – ୩
- କନସଲଟାଣ୍ଟ (ଆପ୍ଲାଏଡ୍ ଇକୋନୋମେଟ୍ରିକ୍ସ) – ୩
- ଇକୋନୋମିଷ୍ଟ (ମାକ୍ରୋ ଇକୋନୋମିକ ମଡେଲିଂ) – ୧
- ଡାଟା ଆନାଲିଷ୍ଟ/ଏମ୍.ପି.ଡି- ୧
- ଡାଟା ଆନାଲିଷ୍ଟ/(DoS-DNBS) – ୨
- ଡାଟା ଆନାଲିଷ୍ଟ/(DoR-DBR) – ୨
- ରିସ୍କ ଆନାଲିଷ୍ଟ/(DoS-DNBS) – ୧
- ରିସ୍କ ଆନାଲିଷ୍ଟ/(ଡି.ଇ.ଆଇ.ଓ) – ୨
- ଆଇ.ଏସ୍ ଅଡିଟର୍- ୨
- ସ୍ପେଶିଆଲିଷ୍ଟ (ଫରେନସିକ୍ ଅଡିଟ୍) – ୧
- ଆକାଉଣ୍ଟସ୍ ସ୍ପେଶିଆଲିଷ୍ଟ- ୧
- ସିଷ୍ଟମ ଆଡମିନିଷ୍ଟ୍ରେଟର୍- ୯
- ପ୍ରୋଜେକ୍ଟ ଆଡମିନିଷ୍ଟ୍ରେଟର୍- ୫
- ନେଟ୍ଓ୍ୱାର୍କ ଆଡମିନିଷ୍ଟ୍ରେଟର୍- ୬
RBI ତରଫରୁ ଆଗାମୀ ଘୋଷଣା ହେବା ପରେ ପ୍ରାର୍ଥୀମାନେ ଆବେଦନ କରିପାରିବେ।
ଏହି ପଦବୀ ସମ୍ବନ୍ଧୀୟ ଯୋଗ୍ୟତା ଓ ଅନ୍ୟ ବିବରଣୀ ପାଇଁ – କ୍ଲିକ୍ କରନ୍ତୁ
















