ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧୀନରେ ଡିଷ୍ଟ୍ରିକ୍ଟ ଡାଟା ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ମେ ୭ ତାରିଖ ଯାଏଁ ଇ ମେଲ୍ ଆବେଦନ କରିପାରିବେ। NHM ତରଫରୁ ଏହି ନିଯୁକ୍ତି ଦିଆଯିବ।

ଯୋଗ୍ୟତା:

  • କମ୍ପ୍ୟୁଟର/ଆଇ.ଟିରେ ଏମ୍.ଏସସି ବା କମ୍ପ୍ୟୁଟର ଆପ୍ଲିକେସନରେ ମାଷ୍ଟର କରିଥିବେ କିମ୍ବା କମ୍ପ୍ୟୁଟର ସାଇନ୍ସ/ଆଇ.ଟି/ଇଲେକ୍ଟ୍ରୋନିକ୍ସରେ ବି.ଇ ବା ବି.ଟେକ୍ କରିଥିବେ।
  • ହେଲ୍ଥ୍ ବା ସୋସିଆଲ୍ ସେକ୍ଟରରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବ।

ବୟସ ସୀମା-ଅତିବେଶୀରେ ୪୦ ବର୍ଷ

odisha sasana

 

 

 

ଦରମା– ୨୪୩୧୧ ଟଙ୍କା

ଚୟନ ପ୍ରକ୍ରିୟା– ଲିଖିତ ପରୀକ୍ଷା ମାଧ୍ୟମରେ ୫୦ ପ୍ରତିଶତ ବା ଅଧିକ ମାର୍କ ରଖିଥିବା ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଟେଷ୍ଟ ଏବଂ ଭାଇବା ପାଇଁ ଡକାଯିବ।

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଇ ମେଲ୍ ମାଧ୍ୟମରେ ମେ ୭ ତାରିଖ ଅପରାହ୍ଣ ୧ଟା ସୁଦ୍ଧା ଆବେଦନ କରିପାରିବେ।

ଇ ମେଲ୍– covidlghrbarsarh@gmail.com

ଅଧିକ ସୂଚନା ପାଇଁ bargarh.nic.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment