ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକ ଅଧୀନରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ସିଷ୍ଟମ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମେ’ ୧୦ ଯାଏଁ ଚାଲୁ ରହିବ।

  • ଏହି ନିଯୁକ୍ତି ଓଡ଼ିଶାର ୧୭ଟି ଜିଲ୍ଲାରେ ଦିଆଯିବ।

ପଦବୀ:

  • ବ୍ୟାଙ୍କିଂ ଆସିଷ୍ଟାଣ୍ଟ (ଗ୍ରେଡ୍-୨) – ୪୮୫ଟି ପଦବୀ- ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟରରେ ଜ୍ଞାନ ଥିବା ଆବଶ୍ୟକ।
  • ଆସିଷ୍ଟାଣ୍ଟ ମ୍ୟାନେଜର (ଗ୍ରେଡ୍-୨) – ୨୬୭ଟି ପଦବୀ- ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟରରେ ଜ୍ଞାନ ଥିବା ଆବଶ୍ୟକ।
  • ସିଷ୍ଟମ ମ୍ୟାନେଜର- ୩୪ଟି ପଦବୀ- କମ୍ପ୍ୟୁଟର ସାଇନ୍ସ ବା ଆଇଟି ସହ ଏମସିଏ ବା ବି.ଟେକ୍ ରେ ୬୦ ପ୍ରତିଶତ ମାର୍କ ରଖି ପାସ୍ କରିଥିବେ।

ବୟସ- ୨୦୨୦ ଜାନୁଆରି ୧ ସୁଦ୍ଧା ୨୧ରୁ ୩୨ ବର୍ଷ ବୟସ ମଧ୍ୟରେ ହୋଇଥିବ।

ଦରମା:

  • ବ୍ୟାଙ୍କିଂ ଆସିଷ୍ଟାଣ୍ଟ- ୫,୨୦୦ରୁ ୨୦,୦୦୦ ଟଙ୍କା
  • ଆସିଷ୍ଟାଣ୍ଟ ମ୍ୟାନେଜର- ୯,୩୦୦ରୁ ୩୪,୮୦୦ ଟଙ୍କା
  • ସିଷ୍ଟମ ମ୍ୟାନେଜର-  ୯,୩୦୦ରୁ ୩୪,୮୦୦ ଟଙ୍କା

job

ଆବେଦନ ଶୁଳ୍କ:

  • ଏସସି/ଏସଟି- ୬୦୦ ଟଙ୍କା
  • ଅନ୍ୟ ବର୍ଗ- ୧୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ କରିପାରିବେ।

ଅଧିକ ସୂଚନା ପାଇଁ rcsodisha.nic.in ରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment