ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମେ ୮ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ (DMF) ତରଫରୁ ଦିଆଯିବ।

ପଦବୀ:

  • ଏମ୍.ବି.ବି.ଏସ୍
  • ସ୍ପେଶିଆଲିଷ୍ଟ
  • ମାଇକ୍ରୋବାୟୋଲୋଜୀଷ୍ଟ

ଯୋଗ୍ୟତା– ଏମ୍.ବି.ବି.ଏସ୍ ଡିଗ୍ରୀ ହାସଲ କରିଥିବେ ଏବଂ ଉପରୋକ୍ତ ପଦବୀରେ କାର୍ଯ୍ୟରତ ଡାକ୍ତରମାନେ ଆବେଦନ କରିପାରିବେ।

odisha sasana 1

ଦରମା– ମାସିକ/ଦିନ ହିସାବରେ ଦରମା ଦିଆଯିବ।

ଆବେଦନ ପ୍ରକ୍ରିୟା– ଯୋଗ୍ୟ ପ୍ରାର୍ଥୀମାନେ ନିଜର ବାୟୋଡାଟା ଇ ମେଲ୍ ମାଧ୍ୟମରେ ପଠାଇପାରିବେ।

ଅଧିକ ସୂଚନା ପାଇଁ ନିମ୍ନଲିଖିତ ଇ ମେଲ୍ ତଥା ଫୋନ୍ ନମ୍ବରରେ ଯୋଗାଯୋଗ କରନ୍ତୁ।

Source- www.chakiri.plus

Comment