ଓଡ଼ିଶାଲାଇଭ୍ ବ୍ୟୁରୋ 

ସମ୍ବଲପୁର ଡିଷ୍ଟ୍ରିକ୍ଟ କୋ-ଅପରେଟିଭ୍ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଧୀନରେ ସପୋର୍ଟ ଷ୍ଟାଫ୍ (ପିଓନ୍) ପଦବୀରେ ସମୁଦାୟ ୩୦ ଜଣଙ୍କ ନିଯୁକ୍ତି ପାଇଁ ବିକ୍ଷପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆଜିଠାରୁ ଆସନ୍ତା ମେ ୨୫ ସୁଦ୍ଧା ଚାଲୁ ରହିବ। କେବଳ ବରଗଡ଼, ସମ୍ବଲପୁର, ଦେବଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଯୋଗ୍ୟତା- ଦଶମ ଶ୍ରେଣୀ ପାସ୍ କରିଥିବେ। ଅତିକମରେ ସପ୍ତମ ଶ୍ରେଣୀ ଯାଏଁ ଓଡ଼ିଆ ଭାଷା ପଢ଼ିଥିବେ।

ବୟସ ସୀମା- ୨୦୨୦ ଏପ୍ରିଲ୍ ୧ ସୁଦ୍ଧା ୨୧ରୁ ୩୨ ବର୍ଷ ବୟସ ହୋଇଥିବା ଆବଶ୍ୟକ। ସଂରକ୍ଷିତ ବର୍ଗ ପାଇଁ ବୟସ ସୀମା କୋହଳ କରାଯାଇଛି।

ଦରମା- ୧୬୬୦୦ରୁ ୫୨୪୦୦ ଟଙ୍କା

BANK JOB

 

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ ଓ୍ୱେବସାଇଟରୁ ଅନଲାଇନ ଆବେଦନ କରିପାରିବେ।

ଏହି ବିଜ୍ଞପ୍ତି ସମ୍ବନ୍ଧୀତ ଅଧିକ ସୂଚନା ପାଇଁ sambalpurdccb.comରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment