ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଏପିଡେମିଓଟୋଜୀଷ୍ଟ, ମାଇକ୍ରୋବାୟୋଜୀଷ୍ଟ ଏବଂ କନସଲଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମେ ୧୨ , ୧୩ ଏବଂ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

ଏପିଡେମିଓଟୋଜୀଷ୍ଟ:

  • ପଦବୀ ସଂଖ୍ୟା- ୪
  • ଦରମା- ୫୮୩୪୪ ଟଙ୍କା
  • ଇଣ୍ଟରଭ୍ୟୁ ତାରିଖ- ମେ ୧୨

ମାଇକ୍ରୋବାୟୋଲୋଜୀଷ୍ଟ:

  • ପଦବୀ ସଂଖ୍ୟା- ୩
  • ଦରମା- ୪୨୮୩୩ ଟଙ୍କା
  • ଇଣ୍ଟରଭ୍ୟୁ ତାରିଖ- ମେ ୧୩

NHM

 

କନସଲଟାଣ୍ଟ:

  • ପଦବୀ ସଂଖ୍ୟା- ୧
  • ଦରମା- ୫୩୪୮୩ ଟଙ୍କା
  • ଇଣ୍ଟରଭ୍ୟୁ ତାରିଖ- ମେ ୧୪

ଇଣ୍ଟରଭ୍ୟୁ ସ୍ଥାନ- ମିଶନ ଡିରେକ୍ଟୋରେଟ୍ (NHM), ଆନେକ୍ସ ବିଲ୍ଡିଂ ଅଫ୍ SIH&FW, ନୟାପଲ୍ଲୀ, ୟୁନିଟ୍-୮, ଭୁବନେଶ୍ୱର, ଜିଲ୍ଲା-ଖୋର୍ଦ୍ଧା, ପିନ୍- ୭୫୧୦୧୨, ଓଡ଼ିଶା

ବୟସ– ଅତିକମରେ ୨୧ ବର୍ଷ

ଯୋଗ୍ୟତା- ପ୍ରାର୍ଥୀମାନେ ଏମ୍.ବି.ବି.ଏସ୍ ଡିଗ୍ରୀ ହାସଲ କରିଥିବେ। ଯୋଗ୍ୟତା ସମ୍ବନ୍ଦୀୟ ଅଧିକ ସୂଚନା ପାଇଁ nhmodisha.gov.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment