ଓଡ଼ିଶାଲାଇଭ୍ ବ୍ୟୁରୋ

GMU sambalpur

ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ୟୁନିଭର୍ସିଟିରେ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ୍ ପ୍ରଫେସର ପଦବୀରେ ସମୁଦାୟ ୫୮ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଅନଲାଇନ ଆବେଦନ ପ୍ରକ୍ରିୟା ମେ ୨୯ ଯାଏଁ ଚାଲୁରହିବ। ଏହି ନିଯୁକ୍ତି ବିଭିନ୍ନ ବିଭାଗରେ ଦିଆଯିବ।

ପ୍ରଫେସର:

  • ପଦବୀ ସଂଖ୍ୟା- ୧୮
  • ଦରମା- ୧୪୪୨୦୦ରୁ ୨୧୮୨୦୦ ଟଙ୍କା

ଆସୋସିଏଟ୍ ପ୍ରଫେସର:

  • ପଦବୀ ସଂଖ୍ୟା- ୨୧
  • ଦରମା- ୧୩୧୪୦୦ରୁ ୨୧୭୧୦୦ ଟଙ୍କା

ଆସିଷ୍ଟାଣ୍ଟ ପ୍ରଫେସର:

  • ପଦବୀ ସଂଖ୍ୟା- ୧୯
  • ଦରମା- ୫୭୭୦୦ରୁ ୧୮୨୪୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/SEBC- ୨୫୦୦ ଟଙ୍କା
  • SC/ST/PwD ଏବଂ ମହିଳା- ୧୫୦୦ ଟଙ୍କା

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ତଥା ଅନ୍ୟ ଯେକୌଣସି ସୂଚନା ପାଇଁ recruitment.gmuniversity.ac.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment