ଓଡ଼ିଶାଲାଇଭ୍ ବ୍ୟୁରୋ

MCL

 

ମହାନଦୀ କୋଲଫିଲ୍ଡ ଲିମିଟେଡ୍ ଅଧୀନରେ ଆଡଭାଇଜର୍ (ଫାଇନାନ୍ସ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ମେ ୧୫ ଯାଏଁ ଆବେଦନ କରିହେବ। ଅବସରପ୍ରାପ୍ତ ଫାଇନାନ୍ସ ଏକ୍ସିକ୍ୟୁଟିଭମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଯୋଗ୍ୟତା- ACA/AICW-A/MBA ସହ ଫାଇନାନ୍ସ/CAS ଆକାଉଣ୍ଟାଣ୍ଟରେ ସ୍ପେଶିଆଲାଇଜେସନ୍ କରିଥିବେ।

ବୟସ- ୬୫ ବର୍ଷରୁ କମ ବୟସ୍କ

ଦରମା:

  • E8- ୧୦୫୦୦୦ ଟଙ୍କା
  • E7- ୯୦୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଇମେଲ୍ ମାଧ୍ୟମରେ ନିଜର ଆବେଦନପତ୍ର ସହ ଦରକାରୀ ଡକ୍ୟୁମେଣ୍ଟସ୍ ପଠାଇପାରିବେ।

ଇ ମେଲ୍– gm-ee.mcl@coalindia.in

ଠିକଣା– Dy.General Manager(P-EE), ExecutiYe Establishment Deptt., MCL HQ, AUPO: Jagriti Vihar, Dist: Sambalpur – 768020, Odisha

ଅଧିକ ସୂଚନା ପାଇଁ mahanadicoal.in ରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment