ଓଡ଼ିଶାଲାଇଭ୍ ବ୍ୟୁରୋ

OSSC

OSSC ଅଧୀନରେ ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ ପଦବୀରେ ସମୁଦାୟ ୩୬ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏନେଇ ଆବେଦନ ପ୍ରକ୍ରିୟା ଜୁନ୍ ୮ ଯାଏଁ ଚାଲୁ ରହିବ।

ଶିକ୍ଷାଗତ ଯୋଗ୍ୟତା- ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ- ଯେକୌଣସି ବିଭାଗରେ ଦ୍ଵାଦଶ ପାସ୍ କରିବା ସହ କମ୍ପ୍ୟୁଟରରେ ଜ୍ଞାନ ଥିବ।

ବୟସ ସୀମା (୨୦୧୯ ଜାନୁଆରି ୧ ସୁଦ୍ଧା) – ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ- ୧୮ରୁ ୩୨ ବର୍ଷ

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଆବେଦନ ଶୁଳ୍କ– ୨୦୦ ଟଙ୍କା (ଏସ୍‌ସି, ଏସ୍‌ଟି, ଭିନ୍ନକ୍ଷମଙ୍କ ବ୍ୟତୀତ)

ଅଧିକ ତଥ୍ୟ ପାଇଁ ossc.gov.in ରେ କ୍ଲିକ୍‌ କରନ୍ତୁ।

Source- www.chakiri.plus

Comment