ଓଡ଼ିଶାଲାଇଭ୍ ବ୍ୟୁରୋ

BECIL

ବ୍ରୋଡକାଷ୍ଟ ଇଞ୍ଜିନିୟର କନସଲଟାଣ୍ଟ୍ସ୍ ଇଣ୍ଡିଆ ଲିମିଟେଡ୍ (BECIL) ଅଧୀନରେ ଏମ୍.ଟି.ଏସ୍ ପଦବୀରେ ସମୁଦାୟ ୪୬୪ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଜୁନ୍ ୧୫ ରହିଛି।

ଯୋଗ୍ୟତା– ସୀକୃତୀପ୍ରାପ୍ତ ଶିକ୍ଷା ସଂସ୍ଥାରୁ ଅଷ୍ଟମ ପାସ୍ କରିଥିବେ। ସଂପୃକ୍ତ ବିଭାଗରେ ଦୁଇ ବର୍ଷର ଅଭିଜ୍ଞତା ଥିବ। ଉକ୍ତ ଅଞ୍ଚଳର ବାସିନ୍ଦାଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ।

ଦରମା-୧୬,୩୪୧ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥମାନେ ଓ୍ୱେବସାଇଟରୁ ଆବେଦନପତ୍ର ଡାଇନଲୋଡ୍ କରି ପୂରଣ କରିବେ। ଏହା ସହ ଆବଶ୍ୟକୀୟ ଡକ୍ୟୁମେଣ୍ଟର ପଟୋକପିକୁ ନିମ୍ନଲିଖିତ ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଦାଖଲ କରିବେ।

ଠିକଣା– ଡେପୁଟି ଜେନେରାଲ ମ୍ୟାନେଜର, BECIL ହେଡ୍ ଅଫିସ୍, 14-B, ରିଂ ରୋଡ୍, ଆଇ.ପି ଇଷ୍ଟେଟ୍, ନିୟୁ ଦିଲ୍ଲୀ-110002, ଫୋନ୍ ନମ୍ବର- 23378823

ଏହି ନିଯୁକ୍ତି ସମ୍ବନ୍ଧୀତ ଅଧିକ ସୂଚନା ପାଇଁ becil.comରେ କ୍ଲିକ୍ କରନ୍ତୁ।

Comment