ଓଡ଼ିଶାଲାଇଭ୍ ବ୍ୟୁରୋ

nrri

କଟକସ୍ଥିତ ICAR- ନାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ୨୫ ତାରିଖ ଯାଏଁ ଆବେନ କରିପାରିବେ। ଏହି ନିଯୁକ୍ତି ‘ଗ୍ରୀନହାଉସ୍ ଗ୍ୟାସ୍ ଏମିସନ୍, ମିଟିହେସନ୍ ଆଣ୍ଡ୍ ଆଡପସନ୍’ ପ୍ରୋଡେକ୍ଟ ଅଧିନରେ ଦିଆଯିବ।

ଯୋଗ୍ୟତା- ନିମ୍ନଲିଖିତ ଯେକୌଣସି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ।

(ସଏଲ୍ ସାଇନ୍ସ,, ଆଗ୍ରୋନୋମୀ, ମେଟେରୋଲୋଜୀ, ଫିଜିଓଲୋଜୀ, ବାୟୋ କେମେଷ୍ଟ୍ରୀ, କ୍ରପ୍ ପ୍ରୋଟେକ୍ସନ୍, ସୋସିଆଲ୍ ସାଇନ୍ସ,, ହର୍ଟିକଲଚର୍, ଫରେଷ୍ଟ୍ରୀ, କମ୍ପ୍ୟୁଟର ସାଇନ୍ସ, ଷ୍ଟାଟିଷ୍ଟିକ୍ସ, କେମେଷ୍ଟ୍ରୀ, ଏନଭାର୍ଣ୍ଣମେଣ୍ଟାଲ ସାଇନ୍ସ, ମାଇକ୍ରୋବାୟୋଲୋଜୀ, ଜୁଲୋଜୀ, ବଟାନୀ, ଲାଇଫ୍ ସାଇନ୍ସ, ଫିସେରୀ, ବାୟୋଟେକ୍ନୋଲୋଜୀ, ବାୟୋ ଇନଫରମେଟିକ୍ସ)

ବୟସ ସୀମା- ୨୧ରୁ ୪୦ ବର୍ଷ

ଦରମା- ୧୮,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ନିଜର ବାୟୋଡାଟା aao_admn2.nrri@icar.gov.in କୁ ମେଲ୍ କରିବେ। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଜୁନ୍ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓ୍ୱାକ୍ ଇନ ଇଣ୍ଟରଭ୍ୟୁ ବିଷୟରେ ଜଣାଇଦିଆଯିବ।

ଅଧିକ ତଥ୍ୟ ପାଇଁ icar-nrri.inରେ କ୍ଲିକ୍ କରନ୍ତୁ।

Comment