ଓଡ଼ିଶାଲାଇଭ୍ ବ୍ୟୁରୋ

ol digital logo

ଏକାଡେମି ଫର ମିଡିଆ ଲର୍ଣ୍ଣଂ ପ୍ରାଇଭେଟ୍‌ ଲିମିଟେଡ୍ ଅଧୀନରେ ଥିବା ମିଡିଆ ସର୍ଭିସ ବିଭାଗ ‘ଓଏଲ୍ ଡିଜିଟାଲ’ ରେ କ୍ୟାରିଅର ପାଇଁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋସିଆଲ ମିଡିଆ କମ୍ୟୁନିକେସନ ଏବଂ ଡକ୍ୟୁମେଣ୍ଟସନରେ କ୍ୟାରିଅର କରିବାକୁ ଚାହୁଁଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ।

ପଦବୀ:

  • ଏକ୍ସିକ୍ୟୁଟିଭ୍- କଣ୍ଟେଣ୍ଟ୍ ଆଣ୍ଡ୍ ସୋସିଆଲ୍ ମିଡିଆ କମ୍ୟୁନିକେସନ୍ (ଇଂରାଜୀ)
  • ଏକ୍ସିକ୍ୟୁଟିଭ୍- କଣ୍ଟେଣ୍ଟ୍ ଆଣ୍ଡ୍ ଟେକ୍ସଟ୍ ଡକ୍ୟୁମେଣ୍ଟେସନ୍ (ଇଂରାଜୀ)
  • ଏକ୍ସିକ୍ୟୁଟିଭ୍- କଣ୍ଟେଣ୍ଟ୍ ଆଣ୍ଡ୍ ଟେକ୍ସଟ୍ ଡକ୍ୟୁମେଣ୍ଟେସନ୍ (ଓଡ଼ିଆ)

ଯୋଗ୍ୟତା– MJMC/ଇଂରାଜୀରେ ଏମ୍.ଏ/ସୋସିଆଲ୍ କମ୍ୟୁନିକେସନରେ ଏମ୍.ଏ/ରୁରାଲ୍ ମ୍ୟାନେଜମେଣ୍ଟରେ ଏମ୍.ବି.ଏ କରିଥିବେ।

ଅଭିଜ୍ଞତା– ମିଡିଆ ତଥା ଉପରୋକ୍ତ ବିଭାଗରେ ୩ ବର୍ଷର ଅଭିଜ୍ଞତା ଥିବ। ଫ୍ରେସର୍ସମାନେ ମଧ୍ୟ ଆବେଦନ କରିପାରିବେ।

ବୟସ ସୀମା- ୪୦ ବର୍ଷ

ol digital-3

ନିଯୁକ୍ତି ସ୍ଥାନ– ସୁନ୍ଦରଗଡ଼, ଓଡ଼ିଶା

ଆବେଦନ ପ୍ରକ୍ରିୟା- ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ୭ ଦିନ ମଧ୍ୟରେ ceo@odisha.liveକୁ ମେଲ୍ କରିବେ।

ଓ୍ୱେବସାଇଟ୍‌www.oldigital.in

ଓଏଲ୍ ଡିଜିଟାଲ୍ ହେଉଛି ମିଡିଆ ଏଜେନ୍ସି। ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ତଥା ଘରୋଇ କ୍ଷେତ୍ର ସହ ୟୁନିସେଫ୍ ଭଳି ଅନ୍ତର୍ଜାତୀୟ ସଂସ୍ଥାର ଅନୁବନ୍ଧିତ ମିଡିଆ ଓ କମ୍ୟୁନିକେସନ୍ ଏଜେନ୍ସି ଭାବେ ଓଏଲ୍ ଡିଜିଟାଲ୍ ପ୍ରିଣ୍ଟ, ଭିଡିଓ ଏବଂ ଡିଜିଟାଲ୍ ବିଭାଗରେ ବିଭିନ୍ନ ସେବା ଯୋଗାଇ ଦେଇ ଆସୁଛି।

OdishaLIVE Team_OL Digital Team

ବରିଷ୍ଠ ସାମ୍ବାଦିକ ତଥା କମ୍ୟୁନିକେସନ୍ ସ୍ପେସାଲିଷ୍ଟ ନୀଳାମ୍ବର ରଥ କମ୍ପାନିର ସହପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ଅତ୍ୟାଧୁନିକ କମ୍ୟୁନିକେସନ୍ କମ୍ପାନି ଯୁବପିଢ଼ିର ପ୍ରତିଭାମାନଙ୍କୁ ଅଗ୍ରାଧିକାର ଦେଇ ନ୍ୟୁଜ୍ ମିଡିଆ ସହ କ୍ରିଏଟିଭ୍ ମିଡିଆ ଏଜେନ୍ସି ଭଳି ଦୁଇଟି ବିଭାଗରେ କାମ କରି ରାଜ୍ୟ ତଥା ବାହାରେ ନାଁ କରିପାରିଛି।

Comment