ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

କଟକ ଜିଲ୍ଲାର ବିଭିନ୍ନ କୋଭିଡ୍ କେୟାର ହୋମରେ ତାଲିମପ୍ରାପ୍ତ ଏଏନଏମ, ଷ୍ଟାଫ୍ ନର୍ସ ଏବଂ ଫାର୍ମାସିଷ୍ଟଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ଜୁଲାଇ ୧୮ ତାରିଖରୁ ଆରମ୍ଭ ହୋଇଛି ଏବଂ ପଦବୀ ସଂଖ୍ୟା ପୂରଣ ହେବା ଯାଏଁ ଚାଲୁ ରହିବ। ଯଦି ତାଲିମପ୍ରାପ୍ତ ଏଏନଏମ ପ୍ରାର୍ଥୀ ଚୟନ ନହୋଇପାରିଲେ ତେବେ ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟଙ୍କ ମଧ୍ୟରୁ ପ୍ରାର୍ଥୀ ଚୟନ କରାଯିବ।

CGU new

ଦରମା:

  • ଏଏନଏମ- ୮୫୦ ଟଙ୍କା ଦିନପିଛା
  • ଷ୍ଟାଫ୍ ନର୍ସ/ଫାର୍ମାସିଷ୍ଟ- ୧୦୦୦ ଟଙ୍କା ଦିନପିଛା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଅନଲାଇନ ଆବେଦନ ପାଇଁ ଇ ମେଲ- cuttackcovidparamedic@gmail.com

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ cuttack.nic.inରେ ଲଗ୍ଇନ୍ କରନ୍ତୁ।

Comment