ଓଡ଼ିଶାଲାଇଭ୍‌ ବ୍ୟୁରୋ

CORONA POSITIVE

ଭୁବନେଶ୍ୱରରୁ ଆଜି ଆଉ ୧୨୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି।

ଆଜି ଚିହ୍ନଟ ହୋଇଥିବା ୧୨୬ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ  ୭୭ ଜଣ ଥିଲା ବେଳେ  ୪୯ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି।

 ଆଜି ଆକ୍ରାନ୍ତଙ୍କୁ ମିଶାଇ ୨୮୬୧ରେ ପହଞ୍ଚିଛି। ଏମାନଙ୍କ ୧୫୬୬ ସୁସ୍ଥ ହାଇଥିଲା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ସୁଦ୍ଧା ୧୨୭୬ କେସ୍‌ ଆକ୍ଟିଭ୍‌ କେସ୍‌ ରହିଛି।

Comment