ଓଡ଼ିଶାଲାଇଭ୍ ବ୍ୟୁରୋ

chakiri 3ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏମ୍‌ସ), ଭୁବନେଶ୍ଵରରେ ବିଭିନ୍ନ ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ୧୮ ସୁଦ୍ଧା ଅନଲାଇନ୍ ଯୋଗେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ରିସର୍ଚ ଆସିଷ୍ଟାଣ୍ଟ – ୨ଟି ପଦବୀ
  • ଫିଲ୍ଡ ଓ୍ଵାର୍କର – ୨ଟି ପଦବୀ
  • ଲ୍ୟାବ୍ ଟେକ୍ନିସିଆନ୍ – ୧ଟି ପଦବୀ
  • ଡାଟା ଏଣ୍ଟ୍ରି ଅପରେଟର – ୧ଟି ପଦବୀ

ଆବେଦନ ପାଇଁ ଯୋଗ୍ୟତା

  • ରିସର୍ଚ ଆସିଷ୍ଟାଣ୍ଟ – ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଜୀବ ବିଜ୍ଞାନ କିମ୍ଵା ସାମାଜିକ ବିଜ୍ଞାନରେ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ।
  • ଫିଲ୍ଡ ଓ୍ଵାର୍କର – ବିଜ୍ଞାନରେ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ।
  • ଲ୍ୟାବ୍ ଟେକ୍ନିସିଆନ୍ – ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ କରିଥିବେ ଏବଂ ମେଡିକାଲ ଲାବ୍ରୋଟାରୀ ଟେକ୍ନିସିଆନ ବିଷୟରେ ୨ ବର୍ଷିଆ ଡିପ୍ଲୋମା କୋର୍ସ କରିଥିବା ଆବଶ୍ୟକ।
  • ଡାଟା ଏଣ୍ଟ୍ରି ଅପରେଟର – ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ଏବଂ ସ୍ପିଡ ଟାଇପିଂ କରିପାରୁଥିବେ।

ଆବେଦନ ପାଇଁ ଶେଷ ତାରିଖ – ୧୮ ଅକ୍ଟୋବର ୨୦୨୦

ଆବେଦନ କରିବା ପାଇଁ (prajnaparamita.giri@gmail.com) ମେଲ୍ ଆଇଡିକୁ ନିଜର ସିଭି ପଠାନ୍ତୁ।

Comment