ଓଡ଼ିଶାଲାଇଭ୍ ବ୍ୟୁରୋ

ଖଣିଜ ଏବଂ ପଦାର୍ଥ ପ୍ରାଦ୍ୟୋଗିକ ସଂସ୍ଥା (IMMT) ଅଧୀନରେ ଟେକ୍ନିସିଆନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଜାନୁଆରି ୨୨, ୨୦୨୦ ସୁଦ୍ଧା ଅନଲାଇନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୧.୧୨.୨୦୨୦
  • ଆବେଦନ ଶେଷ – ୨୨.୦୧.୨୦୨୧

ପଦବୀ ନାମ

ଟେକ୍ନିସିଆନ – ୮ଟି

ଆବେଦନ ପାଇଁ ବୟସ ସୀମା – ସର୍ବାଧିକ ୨୮ ବର୍ଷ

ବେତନ ହାର – ୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା (ମାସିକ)

ଯୋଗ୍ୟତା

  • ପ୍ରାର୍ଥୀଜଣକ ଦଶମ ଶ୍ରେଣୀ ପରୀକ୍ଷାରେ ବିଜ୍ଞାନ ବିଷୟରେ ୫୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।
  • ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ (ଆଇଟିଆଇ) ସାର୍ଟିଫିକେଟଧାରୀ ହୋଇଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment