ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ପୂର୍ବରୁ ଥିବା ନିୟମ ସହିତ ଆଉ କିଛି ନୂଆ ନିୟମ ଯୋଡ଼ି ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।

  • ଶ୍ରୀମନ୍ଦିର ଭିତରେ ଦୀପ ଜାଳି ପାରିବେନି ଭକ୍ତ
  • ଶ୍ରୀମନ୍ଦିର ପରିସରରେ ଥିବା କୌଣସି ପ୍ରତିମାକୁ ଭକ୍ତ ଛୁଇଁ ପାରିବେନି ଭକ୍ତ।
  • ମନ୍ଦିର ଭିତରେ, ବାହାରେ ଥିବା ଭକ୍ତ ମାସ୍କ ପିନ୍ଧିବା ଜରୁରୀ।
  • ମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା।
  • ମନ୍ଦିର ଭିତରେ ଓ ଆନନ୍ଦ ବଜାରରେ ପ୍ରସାଦ ସେବନ ନିଷେଧ।
  • ମନ୍ଦିର ଭିତରକୁ ଗଲା ବେଳେ ହାତ ସାନିଟାଇଜ କରିବେ।
  • ମନ୍ଦିର ଭିତରେ ପାନ, ଗୁଟଖା ଖାଇବାକୁ ବାରଣ।
  • ପୁରୀ ସହରବାସୀ ଟୋକନ, ଆଧାରକାର୍ଡ, ଭୋଟର କାର୍ଡ ନେଇ ଆସିବେ।
  • ୩ ତାରିଖରୁ ବାହାର ଲୋକଙ୍କୁ ଦର୍ଶନ ଅନୁମତି।
  • ଦର୍ଶନ ପାଇଁ ସକାଳ ୮ଟାରୁ ଲାଗିବ ଧାଡ଼ି।

Comment