ଓଡ଼ିଶାଲାଇଭ୍ ବ୍ୟୁରୋ

AIIMS-Bhubaneswar OPDଭୁବନେଶ୍ଵରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS) ଅଧୀନରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଜାନୁଆରି ୩୦ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ଖାଲି ପଡ଼ିଥିବା ପଦବୀ ନାମ ଏବଂ ସଂଖ୍ୟା

  • ପର୍ଫ୍ୟୁଜନ ଟେକ୍ନିସିଆନ୍ – ୧ଟି

ଆବେଦନ ପାଇଁ ବୟସ ସୀମା – ସର୍ବାଧିକ ୩୫ ବର୍ଷ

ବେତନ ହାର – ୪୩,୯୦୦ ଟଙ୍କା (ମାସିକ)

ଚାକିରି ଅବଧି – ୧୧ ମାସ

ଯୋଗ୍ୟତା  

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ଵା ବିଶ୍ଵବିଦ୍ୟାଳୟରୁ ପର୍ଫ୍ୟୁଜନ ଟେକ୍ନିସିଆନ୍ ବିଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ।

କିମ୍ଵା

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ଵା ବିଶ୍ଵବିଦ୍ୟାଳୟରୁ ପର୍ଫ୍ୟୁଜନ ଟେକ୍ନିସିଆନ୍ ବିଷୟରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଅନୁଭୂତି – କ୍ଲିନିକାଲ ପର୍ଫ୍ୟୁଜନରେ ୩ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment