ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାଦିନେ ଅତ୍ୟଧିକ ଗରମ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରିଥାଏା ଏହି ଦିନରେ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ସମସ୍ୟା ହୋଇଥାଏା ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ପ୍ରଥମରୁ ପ୍ରସ୍ତୁତ ହୋଇଯିବା ବୁଦ୍ଧିମାନର କାମ।

ଖରା ଦିନରେ ସୁସ୍ଥ ରହିବା ପାଇଁ ଆପଣ ପର୍ଯ୍ୟାପ୍ତ ପରିମାଣ ପାଣି ପିଇ ପାରିବୋ ଶରୀରରେ ପର୍ଯ୍ୟାପ୍ତ ପାଣି ଥିଲେ ଏହା ରୋଗ ସହ ଲଢ଼ିବାକୁ ଶକ୍ତି ଯୋଗାଇଥାଏା

-ଖରାଦିନରେ ତଟକା ପନିପରିବା ଓ ଫଳ ଖାଇବା ବହୁତ ଉପଯୋଗୀ ହୋଇଥାଏା ଏହାଦ୍ୱାରା ଆପଣଙ୍କ ଶରୀରରେ ପାଚନ ତନ୍ତ୍ର ସୁସ୍ଥ ରହିବା

-ଶରୀରରୁ ଝାଳ ବହିବା ସ୍ୱାସ୍ଥ୍ୟ ଅତ୍ୟନ୍ତ ଭଲ ଅଟୋ କାରଣ ଏହା ଶରୀରକୁ ଫିଟ ରଖିଥାଏା ଶରୀରରୁ ଝାଳ ବାହାର କରିବା ପାଇଁ ନିୟମିତ ଓ୍ୱର୍କଆଉଟ କରିପାରିବୋ

– ଯେତେ ସମ୍ଭବ ଖରାଠୁ ଦୂରେଇ ରହିପାରିବୋ ତିନି ଘଣ୍ଟାରୁ କମ୍ ସମୟ ଖରାରେ ବିତାଇବାକୁ ଚେଷ୍ଟା କରିବୋ ଖରାଦିନରେ ହାଲକା ଡ୍ରେସ ପିନ୍ଧିବାକୁ ଚେଷ୍ଟା କରିବୋ

ବେଳେ ଲୋକ ଛୋଟ ଛୋଟ ସମସ୍ୟାକୁ ଅଣଦେଖା କରି ଦେଇଥାନ୍ତିା ହେଲେ ଏହି ଛୋଟ ସମସ୍ୟା ଧୀରେ ଧୀରେ ବଡ଼ ହୋଇଥାଏା  ଆପଣ ଏଭଳି ଅଭ୍ୟାସରୁ ଯଥାସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରିବୋ ନିୟମିତ ଡାକ୍ତର ପାଖରେ ନିଜ ସ୍ୱାସ୍ଥ୍ୟର ଚେକଅପ କରିନିଅନ୍ତୁା

ଖରାଦିନରେ ଆହୁରି ଅନେକ ସମସ୍ୟା ଦେଖାଯାଇଥାଏା ଯେମିତିକି ଜଣ୍ଡିସ, ଟାଇଫଏଡ ଭଳି ସମସ୍ୟା ଶିକାର ହେବାକୁ ପଡ଼ୋ

Comment