ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡର ଦ୍ରୁତ ସଂକ୍ରମଣକୁ ଦେଖି ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୪ଟି କୋଭିଡ ହସ୍ପିଟାଲ ପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ତାଙ୍କ ସମ୍ପର୍କରେ ପଚାରି ବୁଝିପାରିବେ।

କୋଭିଡ ହସ୍ପିଟାଲ ଓ ହେଲ୍‌ପ ଲାଇନ ନମ୍ବର

  • ସମ୍ କୋଭିଡ ହସ୍ପିଟାଲ – ୧୮୦୦୮୯୦୩୭୦୧, ୧୮୦୦୮୯୦୩୭୧୦, ୮୨୬୦୫୦୦୯୩୧
  • ଆଦିତ୍ୟ ଅଶ୍ୱିନ କୋଭିଡ ହସ୍ପିଟାଲ – ୭୮୯୪୦୨୫୫୫୫
  • ବ୍ଲୁ ହ୍ୱିଲ୍ କୋଭିଡ ହସ୍ପିଟାଲ – ୭୦୦୮୩୦୯୭୫୩, ୮୨୬୦୬୧୮୬୫୩
  • ହାଇଟେକ୍ କୋଭିଡ ହସ୍ପିଟାଲ
  1. ୭୯୭୮୫୧୩୨୬୩ ( ସୋମବାର-ବୁଧବାର, ସକାଳ ୮ଟାରୁ ଦିନ ୨ଟା)
  2. ୭୮୧୫୦୩୬୯୬୯ – (ଗୁରୁବାର-ଶନିବାର, ସକାଳ ୮ଟାରୁ ୨ଟା)
  3. ୮୯୧୭୨୯୩୯୦୭ – (ରବିବାର, ସକାଳ ୮ଟାରୁ ଦିନ ୨ଟା)
  4. ୭୮୧୫୦୩୬୯୬୯ – (ସୋମବାର-ବୁଧବାର, ମଧ୍ୟାହ୍‌ଣ ୨ଟାରୁ ରାତି ୮ଟା)
  5. ୮୯୧୭୨୯୩୯୦୭ – (ଗୁରୁବାର-ଶନିବାର, ମଧ୍ୟାହ୍‌ଣ ୨ଟାରୁ ରାତି ୮ଟା)
  6. ୭୯୭୮୫୧୩୨୬୩ – (ରବିବାର, ମଧ୍ୟାହ୍‌ଣ ୨ଟାରୁ ରାତି ୮ଟା)
  7. ୮୯୧୭୨୯୩୯୦୭ – (ସୋମବାର-ବୁଧବାର, ରାତି ୮ଟାରୁ ସକାଳ ୮ଟା)
  8. ୭୯୭୮୫୧୩୨୬୩ – (ଗୁରୁବାର-ଶନିବାର, ରାତି ୮ଟାରୁ ସକାଳ ୮ଟା)
  9. ୭୮୧୫୦୩୬୯୬୯ – (ରବିବାର, ରାତି ୮ଟାରୁ ସକାଳ ୮ଟା)

Comment