ଭୁବନେଶ୍ୱରର ଏକାମ୍ର ହାଟ। ଏଠାରେ ରହିଛି ଭଳି କି ଭଳି ସୁସ୍ୱାଦୁ ଓଡ଼ିଆ ଖାଦ୍ୟ। ତା’ସାଙ୍ଗକୁ ହସ୍ତକଳାର ସମ୍ଭାର। ରାଜ୍ୟର ପୁରପଲ୍ଲୀରେ ଥିବା ହସ୍ତଶିଳ୍ପୀ ଓ କାରିଗରଙ୍କ ହାତର ଯାଦୁକାରିତାକୁ ଲୋକପ୍ରିୟ କରାଉଛି ଏଇ ହାଟ। ସୁନ୍ଦର ଆଲୋକମାଳାରେ ସଜ୍ଜିତ ଏକାମ୍ର ହାଟରେ ସନ୍ଧ୍ୟା ହେଲେ ଲାଗୁଛି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼। ଦେଖନ୍ତୁ ଭିଡିଓ।

Comment